ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣରେ ୧୩ ଯବାନ ମୃତ, ୨୦ରୁ ଅଧିକ ଲୋକ ଆହତ

ପାକିସ୍ତାନର ଉତ୍ତର ପଶ୍ଚିମ ଭାଗରେ ଏକ ଭୟଙ୍କର ଆକ୍ରମଣରେ ୧୩ଜଣ ସୈନିକଙ୍କ ମୃତ୍ୟୁ ଘଟିଛି। ସେହିପରି ୧୦ ଜଣ ଗମ୍ଭୀର ଭାବେ ଆହତ ହୋଇଛନ୍ତି। ଏହି ଆକ୍ରମଣରେ ୧୯ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି।ୱାଜିରିସ୍ତାନ ଜିଲ୍ଲାରେ ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ଏକ ଆତ୍ମଘାତୀ ଆକ୍ରମଣକାରୀ ବିସ୍ଫୋରଣକାରୀ ବୋଝେଇ ଗାଡ଼ିକୁ ସୈନିକମାନେ ରହୁଥିବା ସ୍ଥାନକୁ ପଠାଇଥିଲା।

pakistan

ଏହାପରେ ହୋଇଥିବା ଧମାକାରେ ୧୩ ଜଣ ସୈନିକଙ୍କର ମୃତ୍ୟୁ ଘଟିଛି। ୧୦ ସୈନ୍ୟକର୍ମୀ ଏବଂ ୧୯ ଜଣ ନାଗରିକ ଆହତ ହୋଇଛନ୍ତି। ବିସ୍ଫୋରଣରେ ଆଖ-ପାଖରେ ଘରଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ବିସ୍ଫୋରଣ ଯୋଗୁଁ ଦୁଇଟି ଛାତ ଖସିପଡ଼ିଛି। ଏଥିରେ ୬ ଜଣ ଆହତ ହୋଇଯାଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+