ଫିଲିପାଇନ୍ସରେ ଜାହାଜ ବୁଡ଼ି ଘଟଣାରେ ୧୩ ମୃତଦେହ ଉଦ୍ଧାର; ୧୦୦ରୁ ଅଧିକ ନିଖୋଜ

ଫିଲିପାଇନ୍ସର ଦକ୍ଷିଣାଞ୍ଚଳରେ ୩୫୦ରୁ ଅଧିକ ଲୋକଙ୍କୁ ନେଇ ଯାଉଥିବା ଏକ କ୍ଷୁଦ୍ର ଜାହାଜ ବୁଡ଼ିଯାଇଛି। ଜାହାଜଟି ଜାମ୍ୱୋଆଙ୍ଗାରୁ ସୁଲୁ ପ୍ରଦେଶର ଜୋଲୋ ଦ୍ୱୀପକୁ ଯାତ୍ରା କରୁଥିଲା, ଯେଉଁଥିରେ ମୋଟ ୩୫୯ ଜଣ ଲୋକ ଥିଲେ।

13 bodies recovered in Philippines boat sinking over 100 missing

ଆଜି ସୁଦ୍ଧା, ଫିଲିପାଇନ୍ସ ତଟରକ୍ଷୀ ବାହିନୀ, ନୌସେନା ଏବଂ ସ୍ଥାନୀୟ ମାଛଧରା ଡଙ୍ଗାର ଉଦ୍ଧାରକାରୀମାନେ ଅତିକମ୍‍ରେ ୨୧୫ ଜଣଙ୍କୁ ଉଦ୍ଧାର କରିଥିବାବେଳେ ୧୩ଟି ମୃତଦେହ ଉଦ୍ଧାର କରିଛନ୍ତି ଏବଂ ୧୦୦ ରୁ ଅଧିକ ନିଖୋଜ ଅଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+