For Quick Alerts
Turn On Notification  
For Daily Alerts
Oneindia App Download

ବିଏମସିରେ 10ଟି ଘରୋଇ, 12 ଟି ସରକାରୀ ହସ୍ପିଟାଲରେ ହେବ ଟୀକାକରଣ : ବିଏମସି

10 ଟି ଘରୋଇ, 12ଟି ସରକାରୀ ହସ୍ପିଟାଲରେ ମାର୍ଚ୍ଚ 1 ରୁ ଟିକାକରଣ ହେବ । 45 ରୁ 60 ବର୍ଷ ବୟସ୍କ ପାଇଁ ଟିକାକରଣର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଆସନ୍ତା ସୋମବାର ଠାରୁ ଅନଲାଇନ ଜରିଆରେ ରେଜିଷ୍ଟ୍ରେସନ ହେବ ।

|

ଭୁବନେଶ୍ୱର : ଆସନ୍ତା ମାର୍ଚ୍ଚ 1 ରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଦ୍ବିତୀୟ ପର୍ଯ୍ୟାୟ କୋଭିଡ ଟିକାକରଣ । ଏହି ପରିପ୍ରେକ୍ଷିରେ ବୟସ୍କଙ୍କୁ ଟିକା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଏମସି । ଏହି ଦ୍ୱିତୀୟ ପର୍ଯ୍ୟାୟରେ ବରିଷ୍ଠ ନାଗରିକଙ୍କୁ ଟିକାକରଣ ନେଇ ବିଏମସି କମିଶନରଙ୍କ ସୂଚନା ଦେଇଛନ୍ତି ।

BMC, Bhubaneswar

10 ଟି ଘରୋଇ, 12ଟି ସରକାରୀ ହସ୍ପିଟାଲରେ ମାର୍ଚ୍ଚ 1 ରୁ ଟିକାକରଣ ହେବ । 45 ରୁ 60 ବର୍ଷ ବୟସ୍କ ପାଇଁ ଟିକାକରଣର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଆସନ୍ତା ସୋମବାର ଠାରୁ ଅନଲାଇନ ଜରିଆରେ ରେଜିଷ୍ଟ୍ରେସନ ହେବ । ଟିକାକରଣରେ ସାମିଲ ହେବାକୁ ଥିବା ବ୍ୟକିତମାନେ ଏହି ଅନଲାଇନ ଜରିଆରେ ଆରୋଗ୍ୟ ସେତୁ ଦ୍ୱାରା ରେଜିଷ୍ଟ୍ରେସନ କରି ପାରିବେ ବୋଲି କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଆହୁରି ମଧ୍ୟ ଏହି ରେଜିଷ୍ଟ୍ରେସନ କଲା ପରେ ନିଜ ଇଚ୍ଛାରେ କେନ୍ଦ୍ର ବାଛିପାରିବେ । ସରକାରୀ କେନ୍ଦ୍ରରେ ଟିକା ନେଲେ କୌଣସି ଅର୍ଥ ଦେବାକୁ ପଡିବନି । ଘରୋଇ ହସ୍ପିଟାଲରେ ଟିକା ନେଲେ ଅର୍ଥ ଦେବାକୁ ପଡିବ ବୋଲି କହିଛନ୍ତି ଶ୍ରୀ ଚୌଧୁରୀ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Corona Vaccination will be In 0 Private Hospital and 12 Govt Hospital
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X