Get Updates
Get notified of breaking news, exclusive insights, and must-see stories!

ହାପି ବାର୍ଥ ଡେ ବି-ଟାଉନ ବୟୁଟି ଜରିନ

ଜରିନ୍ ଖାନ୍ ସଲମାନ ଖାନଙ୍କ ବିପକ୍ଷରେ ଫିଲ୍ମ 'ବୀର' ସହିତ ବଲିଉଡରେ ଡେବ୍ୟୁ କରିଥିଲେ।। ଜରିନ ଆଜି ତାଙ୍କର 35 ତମ ଜନ୍ମଦିନ ପାଳନ କରୁଛନ୍ତି ।

ମୁମ୍ବାଇ: କ୍ୟାଟ୍ରିନାଙ୍କ ପରେ ବଲିଉଡରେ ଜରିନ୍ ଖାନଙ୍କର ଏଣ୍ଟ୍ରି ହୋଇଥିଲା । ସଲମାନ ଖାନଙ୍କ ବିପକ୍ଷରେ ଫିଲ୍ମ 'ବୀର' ସହିତ ବଲିଉଡରେ ଡେବ୍ୟୁ କରିଥିଲେ ଜରିନ । ବି -ଟାଉନ ବିୟୁଟି ଆଜି 35 ତମ ଜନ୍ମଦିନ ପାଳନ କରୁଛନ୍ତି । ଜରିନ୍‌ ହିନ୍ଦୀ ବ୍ୟତୀତ ପଞ୍ଜାବୀ ଏବଂ ତେଲୁଗୁ ସିନେମାରେ ମଧ୍ୟ ନିଜର କଳା ପ୍ରଦର୍ଶନ କରିଛନ୍ତି। ଜରିନଙ୍କ ବଲିଉଡରେ ଯାତ୍ରା ସେତେଟା ଖାସ୍ ନୁହେଁ।

Zarin

ଜରିନ ଛୋଟଥିଲାବେଳେ ତାଙ୍କ ପିତାମାତାଙ୍କର ଛାଡପତ୍ର ହୋଇଥିଲା । ଏହା ପରେ ଘରର ଦାୟିତ୍ୱ ତାଙ୍କ କାନ୍ଧରେ ପଡ଼ିଲା ।ଜରିନ୍ ଡାକ୍ତର ହେବାକୁ ଚାହୁଁଥିଲେ, କିନ୍ତୁ ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ତାଙ୍କୁ ଖୁବ୍‌ କମ୍‌ ବୟସରେ କାମ ଖୋଜିବାକୁ ପଡିଥିଲା।

ସଲମାନ ଜରିନଙ୍କୁ ଫିଲ୍ମ 'ବୀର' ର ଅଫର୍ ଦେଇଥିଲେ ବୀର 2010 ରେ ରିଲିଜ ହେଲା, କିନ୍ତୁ ବକ୍ସ ଅଫିସରେ କିଛି ଖାସ କରିପାରିଲା ନାହିଁ।ବୀରଙ୍କ ପରେ ହାଉସଫୁଲ୍ 2, ହେଟ ଷ୍ଟୋରୀ 2, ବଜହ ତୁମ୍ ହୋ, ଅକସର 2 ଏବଂ 1921 ରେ ମଧ୍ୟ ଅଭିନୟ କରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+