ୟୁଟ୍ୟୁବର ଗୌରବ ତନେଜାଙ୍କୁ ମିଳିଲା ଜାମିନ୍

YouTuber Gaurav Taneja Gets Bail.ୟୁଟ୍ୟୁବର ଗୌରବ ତନେଜାଙ୍କୁ ମିଳିଲା ଜାମିନ୍

ନୂଆଦିଲ୍ଲୀ:ୟୁଟ୍ୟୁବର ଗୌରବ ତନେଜାଙ୍କୁ ମିଳିଲା ଜାମିନ୍ । ମେଟ୍ରୋ ଷ୍ଟେସନରେ ଜନ୍ମଦିନ ପାଳି ଗିରଫ ହୋଇଥିଲେ ଗୌରବ ।ନୋଏଡା ସେକ୍ଟର ୫୧ ମେଟ୍ରୋ ଷ୍ଟେସନରେ ନିଜ ଜନ୍ମଦିନ ସେଲିବ୍ରେଟ କରିଥିଲେ ଫେମସ ୟୁଟ୍ୟୁବର ଗୌରବଯାହାପରେ ତାଙ୍କୁ ୧୪୪ଧାରା ଉଲ୍ଲଂଘନ ପାଇଁ ନୋଏଡା ପୋଲିସ ଗତକାଲି ଗିରଫ କରିଥିଲା ।ଆଜି ତାଙ୍କୁ ଜାମିନ ମିଳିଛି ।

()ତେବେ ସୋସିଆଲ ମିଡିଆରେ ପ୍ରତ୍ୟକଦିନ ଭିନ୍ନ ଭିନ୍ନ ପ୍ରକାର ଭିଡିଓ ପୋଷ୍ଟ କରି ଲୋକଙ୍କ ମନୋରଞ୍ଜନ କରୁଥିବା ୟୁଟ୍ୟୁବର ଫ୍ଲାଇଂ ବିଷ୍ଟ ନାମରେ ବେଶ୍ ଜଣାସୁଣା ।ତେବେ ଗୌରବ ବିନା ଅନୁମତିରେ ବହୁ
ସଂଖ୍ୟାରେ ଲୋକଙ୍କ ଏକତ୍ରିତ କରି ବର୍ଥଡେ ସେଲିବ୍ରେଟ କରିଥିଲେ ।ଧିରେ ଧିରେ ଭିଡ଼ ବଢିବା କାରଣରୁ ସାଧାରଣ ଲୋକଙ୍କୁ ଯିବାଆସିବାରେ ଅସୁବିଧା ହୋଇଥିଲା ।ତାଙ୍କ ଉପରେ ଧାରା ୩୪୧ ଏବଂ ୧୮୮ମାଧ୍ୟମରେ ମାମଲା ରୁଜୁ ହୋଇଥିଲା।

 Gaurav Taneja
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+