ଚିକାଗୋ ସାଉଥ୍‌ ଏସିଆନ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ ହେବ ୟାମି ଗୌତମଙ୍କ ଫିଲ୍ମ 'ଲଷ୍ଟ୍‌'

ଚିକାଗୋ ସାଉଥ୍‌ ଏସିଆନ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ ହେବ ୟାମି ଗୌତମଙ୍କ ଫିଲ୍ମ 'ଲଷ୍ଟ୍‌'

ମୁମ୍ବାଇ: ଚିକାଗୋ ସାଉଥ୍‌ ଏସିଆନ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ ହେବ ୟାମି ଗୌତମଙ୍କ ଆସନ୍ତା ଫିଲ୍ମ 'ଲଷ୍ଟ୍‌' । ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ଏହି ଫିଲ୍ମର ୱାର୍ଲଡ ପ୍ରିମିୟର୍‌ କରାଯିବ । ଯାହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ଅଭିନେତ୍ରୀ ୟାମି । ଏନେଇ ଅଭିନେତ୍ରୀ ନିଜ ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି ।

yemi goutam
ଆସନ୍ତା ୨୩ ତାରିଖରେ ୧୩ତମ ଚିକାଗୋ ସାଉଥ୍‌ ଏସିଆନ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ତାଙ୍କ ଫିଲ୍ମ 'ଲଷ୍ଟ୍‌' ପ୍ରଦର୍ଶିତ ହେବା ପାଇଁ ଯାଉଛି । ତେବେ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅନିରୁଦ୍ଧ ରୟ ଚୌଧୁରୀ । ଏହି ଫିଲ୍ମ ଏକ ଉଚ୍ଚତର ଅନୁସନ୍ଧାନକୁ ଉପସ୍ଥାପନ କରିଛି । ନିକଟରେ ଏହା ସୁଟିଂ ଶେଷ ହୋଇଛି । ସହାନୁଭୂତି ଓ ଅଖଣ୍ଡତାର ହଜିଯାଇଥିବା ମୂଲ୍ୟ ବୋଧଗୁଡ଼ିକର ସନ୍ଧାନ ଉପରେ ଫିଲ୍ମଟି ପର୍ଯ୍ୟବସିତ ।
bollywood

ବର୍ତ୍ତମାନ ୟାମିଙ୍କ କ୍ୟାରିଅର୍‌ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ଅଛି । ନିକଟରେ ରିଲିଜ୍ ହୋଇଥିବା ତାଙ୍କର ସମସ୍ତ ଫିଲ୍ମକୁ ସଫଳତା ମିଳିଥିଲା । ଦର୍ଶକ ଅଭିନେତ୍ରୀଙ୍କ ଅଭିନୟକୁ ବେଶ୍ ପ୍ରଶଂସା ମଧ୍ୟ କରିଥିଲେ । ସେପଟେ ୟାମି ଏବେ ଏକାଧିକ ପ୍ରୋଜେକ୍ଟର କାମ କରୁଛନ୍ତି । ତାଙ୍କ ଅପ୍‌କମିଙ୍ଗ ଫିଲ୍ମ 'ଓଏମ୍‌ଜି ୨' ଆସିବା ପାଇଁ ଯାଉଛି । ସେହିପରି ଆଉ ଦୁଇଟି ପ୍ରୋଜେକ୍ଟରେ ମଧ୍ୟ ସେ କାମ କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+