ବିବାହ ବନ୍ଧନରେ ବାନ୍ଧି ହେଲେ ଗାୟିକା କନିକା
ବିବାହ ବନ୍ଧନର ବାନ୍ଧି ହେଲେ ଗାୟିକା କନିକା କପୁର। 43 ବର୍ଷୀୟା କନିକା ତାଙ୍କ ଲଙ୍ଗ ଟାଇମ୍ ବୟଫ୍ରେଣ୍ଡ ତଥା ଏନ୍ଆର୍ଆଇ ବିଜନେସ୍ମ୍ୟାନ୍ ଗୌତମଙ୍କୁ ବିବାହ କରିଛନ୍ତି। ଲଣ୍ଡନରେ ହିନ୍ଦୁ ରୀତିନୀତି ଅନୁସାରେ ଦୁହିଁଙ୍କର ବିବାହ ଶୁକ୍ରବାର ସମାପ୍ତ ହୋଇଛି।
ମୁମ୍ବାଇ: ବିବାହ ବନ୍ଧନର ବାନ୍ଧି ହେଲେ ଗାୟିକା କନିକା କପୁର। 43 ବର୍ଷୀୟା କନିକା ତାଙ୍କ ଲଙ୍ଗ ଟାଇମ୍ ବୟଫ୍ରେଣ୍ଡ ତଥା ଏନ୍ଆର୍ଆଇ ବିଜନେସ୍ମ୍ୟାନ୍ ଗୌତମଙ୍କୁ ବିବାହ କରିଛନ୍ତି। ଲଣ୍ଡନରେ ହିନ୍ଦୁ ରୀତିନୀତି ଅନୁସାରେ ଦୁହିଁଙ୍କର ବିବାହ ଶୁକ୍ରବାର ସମାପ୍ତ ହୋଇଛି।

ବିବାହ ଉତ୍ସବରେ କନିକା ଏକ ସୁନ୍ଦର ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ, ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ ।ଗୌତମ ହାଲୁକା ଗୋଲାପୀ ରଙ୍ଗର ଶେରୱାନିରେ ବହୁତ ହ୍ୟାଣ୍ଡସମ ଦେଖାଯାଉଥିଲେ । ମେହେନ୍ଦି ତଥା ପ୍ରି ୱେଡିଙ୍ଗ ସେରିମନିର ଫଟୋ ପରେ ଏବେ କନିକାଙ୍କର ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
କନିକା ଙ୍କ ର ପ୍ରଥମ ବିବାହ NRI ରାଜ ଚନ୍ଦୋକଙ୍କ ସହ ହୋଇଥିଲା । ବିବାହର 15 ବର୍ଷ ପରେ କନିକା ଏବଂ ରାଜ 2012ରେ ଅଲଗା ହୋଇଯାଇଥିଲେ ।












Click it and Unblock the Notifications