ବିଦେଶରେ ବିରୁଷ୍କା, ଫ୍ୟାନ୍ସଙ୍କ ମୋଜା ଚୋରି କଲେ ଅନୁଷ୍କା !

ବିଦେଶରେ ବିରୁଷ୍କା, ଫ୍ୟାନ୍ସଙ୍କ ମୋଜା ଚୋରି କଲେ ଅନୁଷ୍କା ! ପାର୍କରେ ମସ୍ତି କଲେ ଅନୁଷ୍କା ,ଫ୍ୟାନ୍ସଙ୍କ ମଜେଦାର କମେଣ୍ଟ କରୁଛି ଟ୍ରେଣ୍ତ୍ ।

ମୁମ୍ବାଇ: ବିଦଶରେ ଏବେ ଅନୁଷ୍କା-ବିରାଟ । ପୋଷ୍ଟ କଲେ ରୋମାଣ୍ଟିକ୍ ଫଟୋ । ସୋସିଆଲ ମିଡିଆରେ ହେଲା ଭାଇରାଲ । ନିଜ ପର୍ସନାଲ ଲାଇଫକୁ ପ୍ରାଇଭେଟ୍ ରଖିବା ପାଇଁ ପସନ୍ଦ କରୁଥିବା ବିରୁଷ୍କା କିନ୍ତୁ ଅନେକ ସମୟରେ ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଦିଅନ୍ତି ଅପଡେଟ୍ । ଯାହାକୁ ଫ୍ୟାନ୍ସଙ୍କର ବେଶ ଭଲପାଇବା ମଧ୍ୟ ମିଳିଥାଏ ।

virat-anushka
ଅନୁଷ୍କା ଶର୍ମା ଏବେ ନିଜ ଆସନ୍ତା ଫିଲ୍ମ 'Chakda Xpress'ପାଇଁ ଖୁବ୍ ବିଜି ଅଛନ୍ତି । ଏହି ଫିଲ୍ମ ଜରିଆରେ ଅଭିନେତ୍ରୀ ତିନି ବର୍ଷ ପରେ କମବ୍ୟାକ୍ କରିବା ପାଇଁ ଯାଉଛନ୍ତି । ଏହାରି ମଧ୍ୟରେ ସ୍ୱାମୀ ବିରାଟ ଓ ଝିଅ ଭମିକାଙ୍କ ସହ ବିଦଶରେ ଛୁଟି କାଟୁଛନ୍ତି ଅଭିନେତ୍ରୀ । ଇନଷ୍ଟାଗ୍ରାମରେ ଅନୁଷ୍କା ବିରାଟଙ୍କ ସହ ଅନେକ ରୋମାଣ୍ଟିକ୍ ଫଟୋ ପୋଷ୍ଟ କରିଛନ୍ତି । ସେହିପରି କିଛି ଫଟୋରେ ସେ ପାର୍କରେ ମସ୍ତି କରୁଥିବାର ମଧ୍ୟ ନଜର ଆସୁଛନ୍ତି । ଯେଉଁ ଫଟୋରେ ଫ୍ୟାନ୍ସଙ୍କର ଭିନ୍ନ ଭିନ୍ନ ଓ ମଜେଦାର କମେଣ୍ଟ ଦେଖିବା ପାଇଁ ମିଳୁଛି । ଅନୁଷ୍କାଙ୍କର ଏହି ଫଟୋରେ ଜଣେ ୟୁଜର ଲେଖିଛନ୍ତି 'ମୋ ସ୍କୁଲ ମୋଜା ଚୋରି କରିନେଇଛନ୍ତି । ସେହିପରି ଆଉ ଜଣେ ବ୍ୟକ୍ତି ଲେଖିଛନ୍ତି ପାର୍କରେ ଅନୁଷ୍କା ଝିଅ ଭମିକାଙ୍କଠୁ ଅଧିକ ମସ୍ତି କରିଛନ୍ତି'
virat


ସେହିପରି ଆଉ ଏକ ଫଟୋରେ ବିରାଟଙ୍କ ସହ ବ୍ରିଟେନର କଫି ଷ୍ଟଲରେ ନଜର ଆସିଲେ ଅନୁଷ୍କା । ଉଭୟଙ୍କ ରୋମାଣ୍ଟିକ୍ ଅନ୍ଦାଜ ପ୍ରଶଂସକଙ୍କୁ ବେଶ ପସନ୍ଦ ଆସୁଛି । ଫଟୋରେ ଉଭୟ ଏକାଠି ଚା'ପିଉଥିବାର ଦେଖିବା ନଜର ଆସୁଛନ୍ତି । ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+