Get Updates
Get notified of breaking news, exclusive insights, and must-see stories!

ବିବାଦରେ Vikrant Massey, ୪୫୦ ଟଙ୍କା ଦେବା ପାଇଁ କଲେ ମନା ! ଦେଖନ୍ତୁ ଭିଡିଓ

Vikrant Massey Viral Video: ଟେଲିଭିଜନ ପରେ ବଲିଉଡରେ ପାଦ ରଖିଥିବା ଜଣାଶୁଣା ଅଭିନେତା ବିକ୍ରାନ୍ତ ମାସେ ଆଜି ଇଣ୍ଡଷ୍ଟ୍ରିର ଏକ ବଡ଼ ଚେହେରା । ନିକଟରେ ତାଙ୍କର ଚଳଚ୍ଚିତ୍ର 12th Fail'ଖୁ ବଡ଼ ସଫଳତା ମିଳିଖିଲା । ଏହି ସିନେମା ପରେ ପ୍ରଶଂସକଙ୍କ ହୃଦୟରେ ଅଭିନେତାଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି ହୋଇଛି । ହେଲେ ବର୍ତ୍ତମାନ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ନେଇ ସେ ଏବେ ବିବାଦରେ ଛନ୍ଦି ହୋଇଛନ୍ତି ।

Vikrant Massey

ଏହି ଭିଡିଓରେ Vikrant Massey ଜଣେ କ୍ୟାବ ଡ୍ରାଇଭର ସହିତ ଯୁକ୍ତିତର୍କ କରୁଥିବା ଦେଖିବା ପାଇଁ ମିଳୁଛି । ଯେଉଁ ଭଡିଓ କ୍ୟାବୋ ଡ୍ରାଇଭର ନିଜ ଫୋନ କ୍ୟାମେରାରେ ସୁଟ୍ କରୁଥିବା ନଜର ଆସୁଛି । ଭିଡିଓରେ କ୍ୟାବ ଡ୍ରାଇଭର କହିଛନ୍ତି ଯେ, ଅଭିନେତା କେବଳ 450 ଟଙ୍କା ଦେବାକୁ ମନା କରି ଦେଇଛନ୍ତି। କେବଳ ଏତିକି ନୁହେଁ ଡ୍ରାଇଭର ଅଭିନେତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି କହିଥିଲେ ଯେ ଅଭିନେତାଙ୍କୁ ଟଙ୍କା ମାଗିବାରୁ ସେ ଦୁର୍ବ୍ୟବହାର କରୁଛନ୍ତି ।

ମିଡିଆ ରିପୋର୍ଟ ଅନୁଯାୟୀ, Vikrant Masseyଙ୍କ ସମ୍ପତ୍ତି ମୂଲ୍ୟ 20-26 କୋଟି ଟଙ୍କା ମଧ୍ୟରେ ରହିଛି। ଏହା ବ୍ୟତୀତ ଅଭିନେତାମାନେ ଏକ ଫିଲ୍ମରୁ ଫି ଭାବରେ 1.5 ରୁ 2 କୋଟି ଟଙ୍କା ଡିମାଣ୍ତ କରନ୍ତି । ଏହା ବ୍ୟତୀତ Vikrant Masse ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ମଧ୍ୟ ଖୁବ୍ ଭଲ ରୋଜଗାର କରନ୍ତି ।

କେବଳ ଏତିକି ନୁହେଁ, ବିକ୍ରାନ୍ତ ମାସି ବିଳାସପୂର୍ଣ୍ଣ କାରର ସୌକ ମଧ୍ୟ ରଖନ୍ତି । ଅଭିନେତାଙ୍କ ପାଖରେ ଭଲଭୋ S90 ଅଛି, ଯାହାର ମୂଲ୍ୟ ପ୍ରାୟ 60 ଲକ୍ଷ । କେବଳ ଏତିକି ନୁହେଁ, ଅଭିନେତାଙ୍କର ମୁମ୍ବାଇରେ ଏକ ବିଳାସପୂର୍ଣ୍ଣ ଘର ଅଛି ଯେଉଁଠାରେ ସେ ତାଙ୍କ ପତ୍ନୀଙ୍କ ସହ ରୁହନ୍ତି। ଏହାର ମୂଲ୍ୟ କୋଟି କୋଟି ବୋଲି ସୂଚନା ରହିଛି । ତେବେ ଅଭିନେତାଙ୍କ ଏପରି ଭିଡିଓ ଭାଇରାଲ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+