ରିଲିଜ୍ ହେଲା ଫିଲ୍ମ 'ବିକ୍ରମ ବେଧା',ଦର୍ଶକ କହିଲେ Fire...
ରିଲିଜ୍ ହେଲା ଫିଲ୍ମ 'ବିକ୍ରମ ବେଧା',ଦର୍ଶକ କହିଲେ Fire...
Vikram Vedha Review : 'ରିଲିଜ୍ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ 'ବିକ୍ରମ ବେଧା' । ବୟକଟ୍ ଟ୍ରେଣ୍ତ ପଡିଲା ଫିକା । ଷ୍ଟାରଙ୍କ ଅଭିନୟ ଜିଣିଲା ଦର୍ଶକ ମନ । ହ୍ରିତିକଙ୍କ ସ୍ୱାଗ୍ ରେ ମତୁଆଲ ପ୍ରଶଂସକ । ଗତକିଛି ଦିନ ହେବ ଟ୍ୱିଟରରେ ଟ୍ରେଣ୍ତ କରୁଛି ବୟକଟ୍ Boycott Vikram Vedha'। ହେଲେ ଏହା ପ୍ରଭାବ ଫିଲ୍ମ ଉପରେ କିଛି ଖାସ୍ ପଡିନାହିଁ । ସିନେ ସମିକ୍ଷକ ତରଣ ଆଦର୍ଶ ମଧ୍ୟ ଫିଲ୍ମର ପ୍ରଶଂସା କରିବା ସହ ହ୍ରିତିକ୍ ଓ ସୈଫଙ୍କ ଅଭିନୟକୁ ଫାୟାର ବୋଲି କହିଛନ୍ତି । ସେ ଫିଲ୍ମକୁ ୪ ଷ୍ଟାର ଦେଇଛନ୍ତି ।
#OneWordReview...#VikramVedha: TERRIFIC.
— taran adarsh (@taran_adarsh) September 28, 2022
Rating: ⭐⭐⭐⭐
Engaging. Engrossing. Entertaining... Smartly-written, brilliantly executed... #VV has it all: style, substance, suspense... #HrithikRoshan and #SaifAliKhan are 🔥🔥🔥... STRONGLY RECOMMENDED. #VikramVedhaReview pic.twitter.com/UpgUocc00k
We salute your taste uncle.. You have better taste like younger generation 🫡#VikramVedha #VikramVedhaReview pic.twitter.com/lPMkmX92Er
— ℛαbbí (@iRaabbi) September 30, 2022
ଏହି ଫିଲ୍ମଟି ୨୦୧୭ରେ ରିଲିଜ ହୋଇଥିବା ତାମିଲ ଫିଲ୍ମ 'ବିକ୍ରମ ବେଧା'ର ରିମେକ୍ । ଯେଉଁଥିରେ ବିଜୟ ସେଥୁପଥି ଏବଂ ଆର ମାଧବନଙ୍କୁ ଏକାଠି ଦେଖିବା ପାଇଁ ମିଳିଥିଲା । ଦୀର୍ଘ ସମୟ ଧରି ଫିଲ୍ମକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଏଭଳି ପରିସ୍ଥିତିରେ ଫିଲ୍ମ ରିଲିଜ ହେବା ମାତ୍ରେ ପ୍ରଶଂସକ ଫିଲ୍ମକୁ ନେଇ ସୋଶାଲ ମିଡିଆରେ ପ୍ରତିକ୍ରିୟା ଦେବା ଆରମ୍ଭ କରିଦେଇଛନ୍ତି ।
#VikramVedhaReview in one word fire🔥#HrithikRoshan is terrific in the movie, paisa vasool action and acting, his expression given me goosebumps 🥵 #SaifAliKhan done his work well his scene also gives you goosebumps when clash between hr and saif happens.
— Sarcastic perosn (@LoyalSam01) September 29, 2022
This wl do well on boi pic.twitter.com/9Nn3T2GAu7
ଏହି ଚଳଚ୍ଚିତ୍ରକୁ ପ୍ରଶଂସା କରି ଜଣେ ସିନେପ୍ରେମୀ ଲେଖିଛନ୍ତି 'ହ୍ରିତିକଙ୍କ ସ୍ଵାଗ ଏବଂ ସୈଫ୍ଙ୍କ ଆକ୍ସନ ଅତ୍ୟନ୍ତ ସୁନ୍ଦର । ଚଳଚ୍ଚିତ୍ରରେ ଅନେକ ଟୁଇଷ୍ଟ ଅଛି ଯାହା ଆପଣଙ୍କୁ ଶେଷ ପର୍ଯ୍ୟନ୍ତ କାହାଣୀ ସହ ଯୋଡି ରଖିବ। ସେହିପରି ଅନ୍ୟଜଣେ ସୋଶାଲ ମିଡିଆ ୟୁଜର ଲେଖିଛନ୍ତି । ଫିଲ୍ମରେ ଦୁଇ ମାଷ୍ଟର ବ୍ଲାଷ୍ଟର ଅଭିନେତାଙ୍କ ଅଭିନୟ ବେଶ ଚମତ୍କାର । ଫିଲ୍ମରେ ହ୍ରିତିକଙ୍କ ଉପସ୍ଥିତି ଏକ ଭିନ୍ନ ରୂପ ଦେଇଛି । ଏହି ଫିଲ୍ମଟି ଆଗାମୀ ଦିନରେ ସୁପରହିଟ୍ ପ୍ରମାଣିତ ହେବ । ସେହିପରି ହ୍ରିତିକଙ୍କ ଏକ୍ସ ୱାଇଫ୍ ସୁଜେନ୍ ମଧ୍ୟ ଫିଲ୍ମର ପ୍ରଶଂସା କରିଛନ୍ତି ।













Click it and Unblock the Notifications