Get Updates
Get notified of breaking news, exclusive insights, and must-see stories!

୧୯୯ ଟଙ୍କିଆ ଚପଲ ପିନ୍ଧିଲେ ବିଜୟ ଦେବରକୋଣ୍ଡା, ଜାଣନ୍ତୁ ଏହା ପଛର କାରଣ ?

Vijay Deverakonda Wore Chappals Worth Rs 199 :୧୯୯ ଟଙ୍କିଆ ଚପଲ ପିନ୍ଧିଲେ ବିଜୟ ଦେବରକୋଣ୍ଡା, ଜାଣନ୍ତୁ ଏହା ପଛର କାରଣ ?

ମୁମ୍ବାଇ: ୧୯୯ ଟଙ୍କାର ଚପଲ ପିନ୍ଧି ଚର୍ଚ୍ଚାରେ ବିଜୟ ଦେବରକୋଣ୍ଡା । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ । ପ୍ରଶଂସକଙ୍କର ମନ ଜିଣୁଛି ବିଜୟ ସିମ୍ପଲ ଲୁକ୍ । ଫିଲ୍ମ ଲାଇଗର୍‌ ଟ୍ରେଲର ଲଞ୍ଚ୍ ଇଭେଣ୍ଟରେ ବିଜୟ ସିମ୍ପଲ କାର୍ଗୋ, ବ୍ଲାକ୍ ଟି ସର୍ଟ ସହିତ , ପିନ୍ଧିଥିଲେ ୧୯୯ ଟଙ୍କାର ଚପଲ । ଏବେ ବିଜୟଙ୍କର ଏହି ସିମ୍ପଲ୍‌ ଲୁକ୍ ଫ୍ୟାନ୍ସଙ୍କୁ ଆଟ୍ରାକ୍ଟ କରୁଛି । ଯେଉଁଥି ପାଇଁ ସୋସିଆଲ ମିଡିଆରେ ତାଙ୍କୁ ଖୁବ କମ୍ଲିମେଣ୍ଟ ମିଳୁଛି । ତେବେ ବିଜୟଙ୍କୁ ଯେତେବେଳେ ତାଙ୍କ ଲୁକ ବିଷୟରେ ପଚରାଯାଇଥିଲା ସେ କହିଥିଲେ ଫିଲ୍ମ ପାଇଁ ବ୍ୟସ୍ତ ଥିବା କାରଣରୁ ସେ ଏପରି ସମ୍ପଲ୍‌ ଡ୍ରେସ୍‌ଅପ୍‌ରେ ଆସିଥିଲେ। ରଣବୀର ସିଂ ମଧ୍ୟ ତାଙ୍କ ଲୁକର ପ୍ରଶଂସା କରିଥିଲେ । ଏହି ଲୁକ୍‌ ପାଇଁ ରଣବୀର ସିଂ କହିଲେ ଜନ୍‌ ଆବ୍ରାହମ୍‌ଙ୍କ ପରେ ବିଜୟ ହିଁ ଚପଲ ସ୍ବାଗ୍ କୁ ଫଲୋ କରିବେ ।

vijay deverakonda

ତେବେ ଜୁଲାଇ ୨୧ ତାରିଖରେ ଲାଇଗର ଟ୍ରେଲର ରିଲିଜ୍ କରାଯାଇଥିଲା । ଟ୍ରେଲରକୁ ଦର୍ଶକଙ୍କର ଖୁବ ଭଲ ପାଇବା ମିଳୁଛି । ହେଲେ ଏବେ ସବୁଠି ଚର୍ଚ୍ଚା ହେଉଛି ବିଜୟଙ୍କର ଚମଲକୁ ନେଇ । ଫିଲ୍ମ ଲାଇଗର ୨୫ ଅଗଷ୍ଟରେ ରିଲିଜ୍ ହେବା ପାଇଁ ଯାଉଛି ।ବିଜୟଙ୍କ ସହ ଫିଲ୍ମରେ ପ୍ରଥମ ଥର ଅନନ୍ୟା ପାଣ୍ତେ ନଜର ଆସିବେ । ଲାଇଗର ଏକ ସ୍ପୋର୍ଟସ୍‌ ଡ୍ରାମା ଓ ଆକ୍ସନ ଫିଲ୍ମ ଯାହାକୁ ପୁରୀ ଜଗନ୍ନାଥ ନର୍ଦ୍ଦେଶାନା ଦେଇଥିବା ବେଳେ କରଣ ଜୋହର, ଚାର୍ମି କୌର ଓ ପୁରୀ ଜଗନ୍ନାଥ ମିଶି ଏହି ଫିଲ୍ମକୁ ପ୍ରଡ୍ୟୁସ କରିଛନ୍ତି। ସେହିପରି ପ୍ରଥମ ଥର ମାଇକ ଟାଇସନ୍‌ ଭାରତୀୟ ସିନେମା ଜଗତରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+