Get Updates
Get notified of breaking news, exclusive insights, and must-see stories!

ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ ବିଜୟ-ରଶ୍ମିକା, ଆସନ୍ତା ମାସରେ ହେବ ନିର୍ବନ୍ଧ !

Rashmika-Vijay Engagement: ସାଉଥରୁ ବଲିଉଡ ପର୍ଯ୍ୟନ୍ତ ନିଜର ଅଭିନୟ ଜରିଆରେ ଦର୍ଶକଙ୍କ ମନ ଜିଣୁଥିବା ଏବଂ ଆଜିକା ତାରିଖରେ ଫିଲ୍ମ ଆନିମଲକୁ ନେଇ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ରଶ୍ମିକା ମନ୍ଦାନା । ଏହି ଚଳଚ୍ଚିତ୍ରରେ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା କରାଯାଇଛି। ଲକ୍ଷ ଲକ୍ଷ ଲୋକ ରଶ୍ମିକାଙ୍କ କ୍ୟୁଟନେସର ଫ୍ୟାନ୍ସ । ବହୁତ କମ୍ ବୟସରୁ ସେ ସାଉଥରୁ ବଲିଉଡ ପର୍ଯ୍ୟନ୍ତ ଫେମସ୍ ହୋଇପାରିଛନ୍ତି । ତେବେ କୌଣସି ନା କୌଣସି କାରଣରୁ ଅଭିନେତ୍ରୀ ଚର୍ଚ୍ଚାରେ ରହିଥାନ୍ତି । ବର୍ତ୍ତମାନ ନିଜ ବ୍ୟକ୍ତିଗତ ଜୀବନ ପାଇଁ ରଶ୍ମିକା ଚର୍ଚ୍ଚାରେ ଅଛନ୍ତି ।

Vijay Deverakonda and Rashmika Mandanna

ବାସ୍ତବରେ, ରଶ୍ମିକା ଏବଂ ଅଭିନେତା ବିଜୟ ଦେବରାକୋଣ୍ତାଙ୍କ ରିଲେସନକୁ ନେଇ ଦୀର୍ଘଦିନ ହେବ ଚର୍ଚ୍ଚା ହେଉଛି । ଉଭୟଙ୍କୁ ଏକାଠି ଅନେକ ଥର ସ୍ପଟ୍ ମଧ୍ୟ କରାଯାଇଛି । ବର୍ତ୍ତମାନ ଏହି ଦୁଇ ଷ୍ଟାରଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଇନଷ୍ଟାଣ୍ଟ ବଲିଉଡ ଅନୁଯାୟୀ, ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରାକୋଣ୍ଡା ସେମାନଙ୍କ ସମ୍ପର୍କକୁ ଅଫିସିଆଲ୍ କରିବାକୁ ଯାଉଛନ୍ତି।

ଉପରେ ଇନଷ୍ଟାଣ୍ଟ ବଲିଉଡ ରିପୋର୍ଟ ଅନୁସାରେ, ରଶ୍ମିକା ଏବଂ ବିଜୟ ଆସନ୍ତା ମାସରେ ଅର୍ଥାତ୍ ଫେବୃଆରୀରେ ଏନଗେଜମେଣ୍ଟ କରିପାରନ୍ତି । ହେଲେ ଏପର୍ଯ୍ୟନ୍ତ ଉଭୟ ଏନେଇ କୌଣସି ଅଫିସିଆଲ୍ ଘୋଷଣା କରିନାହାଁନ୍ତି । ହେଲେ ଏହି ଖବର ପ୍ରକାଶ ପାଇବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖିବା ପାଇଁ ମିଳୁଛି । ଏହାପୂର୍ବରୁ ରଶ୍ମିକା ମନ୍ଦାନା Rakshit Shettyଙ୍କୁ ଡେଟ୍ କରୁଥିଲେ ହେଲେ କୌଣସି କାରଣରୁ ଉଭୟଙ୍କ ବ୍ରେକ୍ ଅପ୍ ହୋଇଯାଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+