Get Updates
Get notified of breaking news, exclusive insights, and must-see stories!

ରିଲିଜ୍ ହେଲା 'Sam Bahadur'ଟିଜର୍, ଦେଖନ୍ତୁ ଭିକିଙ୍କ ଜବରଦସ୍ତ ଅନ୍ଦାଜ୍

Sam Bahadur Teaser: ଭିକି କୌଶଲଙ୍କ ଅଭିନୀତ ଚଳଚ୍ଚିତ୍ର 'Sam Bahadur'କୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ଲାଗି ରହିଛି । ପ୍ରଶଂସକମାନେ ଫିଲ୍ମର ରିଲିଜକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଦର୍ଶକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିବାକୁ ନିର୍ମାତାମାନେ ଫିଲ୍ମର ଟିଜର ରିଲିଜ କରିଛନ୍ତି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

1.26 ମିନିଟର ଏହି ଟିଜର ଖୁବ ଦମଦାର । ଖାସ କରି ଭିକ୍କି କୌଶଲଙ୍କ ଲୁକ୍ ଦର୍ଶକଙ୍କୁ ବେଶ୍ ଇମପ୍ରେସ୍ କରିଛି । ଜଣେ ସୈନିକଙ୍କ ପାଇଁ ତାଙ୍କ ସମ୍ମାନ ତାଙ୍କ ଜୀବନ ଅପେକ୍ଷା ଅଧିକ ମୂଲ୍ୟବାନ ... ଏବଂ ଜଣେ ସୈନିକ ନିଜ ୟୁନିଫର୍ମ ସମ୍ମାନ ପାଇଁ ନିଜ ଜୀବନକୁ ମଧ୍ୟ ଉତ୍ସର୍ଗ କରିବା ପାଇଁ ପଛାଏ ନାହିଁ । 'Sam Bahadur' ଶକ୍ତିଶାଳୀ ଟିଜର ଏହି ସଂଳାପରୁ ଆରମ୍ଭ ହେଉଛି । ଟିଜର ରିଲିଜ୍ ହେବା ପରେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

Sam Bahadur

'Sam Bahadur'ର ଶକ୍ତିଶାଳୀ ସଂଳାପ ସୁନ୍ଦର ଅଭିନୟ ସବୁ କିଛି ପ୍ରଶଂସନୀୟ । ଏହି ଚଳଚ୍ଚିତ୍ରରେ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ଅଭିନୟ କରୁଛନ୍ତି ଫାତିମା ସନା ଶେଖ, ଟିଜରରେ ତାଙ୍କର ଏକ ଛୋଟ ଝଲକ ଦେଖିବା ପାଇଁ ମିଳୁଛି । ସାନିଆ ମଲହୋତ୍ରାଙ୍କର ଏକ ଛୋଟ ଝଲକ ମଧ୍ୟ ଦେଖିବା ପାଇଁ ମିଳୁଛି । ଗତକାଲି ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଅଭିନେତା ଭିକ୍କି କୌଶଲ ଫିଲ୍ମର ଟିଜର ବିଷୟରେ ସୂଚନା ଦେଇଥିଲେ । Sam Bahadur କାହାଣୀ 1971ର ଭାରତ-ପାକିସ୍ଥାନ ଯୁଦ୍ଧ ଉପରେ ଆଧାରିତ । ଏହି ଫିଲ୍ମ ଡିସେମ୍ବର 1 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+