ଭିକି କୌଶଳଙ୍କ ଫିଲ୍ମ 'ଛାଭା' ବକ୍ସ ଅଫିସରେ କରୁଛି ରାଜ, ଜାଣନ୍ତୁ ଷଷ୍ଠ ଦିନର ଆୟ

Bollywood News: ଭିକି କୌଶଳଙ୍କ 'ଛାଭା' ବକ୍ସ ଅଫିସରେ ଜବରଦସ୍ତ ଆୟ କରୁଛି । ପ୍ରତ୍ୟେକ ଦିନ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି ଏହି ସିନେମା । ୨୦୨୫ ବର୍ଷର ସବୁଠାରୁ ବଡ଼ ଫିଲ୍ମ 'ଛାଭା' ରିଲିଜ୍ ହେବାର ଷଷ୍ଠ ଦିନ ଅର୍ଥାତ୍ ପ୍ରଥମ ବୁଧବାର କେତେ ଆୟ କରିଛି ।

ଛତ୍ରପତି ଶିବାଜୀ ମହାରାଜଙ୍କ ପୁଅ ସମ୍ଭାଜୀ ମହାରାଜଙ୍କ ଉପରେ ଆଧାରିତ ଐତିହାସିକ ଫିଲ୍ମ 'ଛାଭା' ପ୍ରେକ୍ଷାଳୟରେ ଚହଳ ସୃଷ୍ଟି କରିଛି। ଫିଲ୍ମଟି ଦର୍ଶକଙ୍କଠାରୁ ଭଲ ପ୍ରତିକ୍ରିୟା ସାଉଁଟୁଛି । ଭିକି କୌଶଳ ଏବଂ ରଶ୍ମିକା ମନ୍ଦାନାଙ୍କ ଫିଲ୍ମଟି ଭଲ ଓପନିଂ କରିଥିଲା ​​ଏବଂ ସପ୍ତାହାନ୍ତରେ ମଧ୍ୟ ଭଲ ରୋଜଗାର କରୁଛି ଭିକି କୌଶଳଙ୍କ ଫିଲ୍ମ 'ଛାଭା' ବକ୍ସ ଅଫିସରେ କରୁଛି ରାଜ ।

ଭିକି କୌଶଳଙ୍କ 'ଛାଭା' ବକ୍ସ ଅଫିସରେ ଜବରଦସ୍ତ ଆୟ କରୁଛି । ପ୍ରତ୍ୟେକ ଦିନ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି ଏହି ସିନେମା । ୨୦୨୫ ବର୍ଷର ସବୁଠାରୁ ବଡ଼ ଫିଲ୍ମ 'ଛାଭା' ରିଲିଜ୍ ହେବାର ଷଷ୍ଠ ଦିନ ଅର୍ଥାତ୍ ପ୍ରଥମ ବୁଧବାର କେତେ ଆୟ କରିଛି ।

Vicky Kaushal

ଛତ୍ରପତି ଶିବାଜୀ ମହାରାଜଙ୍କ ପୁଅ ସମ୍ଭାଜୀ ମହାରାଜଙ୍କ ଉପରେ ଆଧାରିତ ଐତିହାସିକ ଫିଲ୍ମ 'ଛାଭା' ପ୍ରେକ୍ଷାଳୟରେ ଚହଳ ସୃଷ୍ଟି କରିଛି। ଫିଲ୍ମଟି ଦର୍ଶକଙ୍କଠାରୁ ଭଲ ପ୍ରତିକ୍ରିୟା ସାଉଁଟୁଛି । ଭିକି କୌଶଳ ଏବଂ ରଶ୍ମିକା ମନ୍ଦାନାଙ୍କ ଫିଲ୍ମଟି ଭଲ ଓପନିଂ କରିଥିଲା ​​ଏବଂ ସପ୍ତାହାନ୍ତରେ ମଧ୍ୟ ଭଲ ରୋଜଗାର କରୁଛି । ସୋମବାର 'ଛାଭା'ରେ ଆୟ ସାମାନ୍ୟ ହ୍ରାସ ପାଇଥିଲା ହେଲେ ମଙ୍ଗଳବାର ଏହା ପୁଣି ଥରେ ବୃଦ୍ଧି ପାଇଛି ।

ରିପୋର୍ଟ ଅନୁଯାୟୀ 'ଛାଭା' ପ୍ରଥମ ଦିନରେ ୩୧ କୋଟି ଟଙ୍କା ଆୟ କରିଥିଲା ।
ଦ୍ୱିତୀୟ ଦିନରେ ଫିଲ୍ମଟି ୩୭ କୋଟି ଟଙ୍କା ରୋଜଗାର କରିଥିଲା।
'ଛାଭା' ତୃତୀୟ ଦିନରେ ୪୮.୫ କୋଟି ଟଙ୍କା ରୋଜଗାର କରିଛି
ଚତୁର୍ଥ ଦିନରେ, ଭିକି କୌଶଳ ଅଭିନୀତ ଫିଲ୍ମଟି ୨୪ କୋଟି ଟଙ୍କା ରୋଜଗାର କରିଥିଲା।
'ଛାଭା' ରିଲିଜର ୫ମ ଦିନରେ ୨୫.୨୫ କୋଟି ଟଙ୍କା ରୋଜଗାର କରିଛି।
'ଛାଭା' ରିଲିଜ୍ ହେବାର ଷଷ୍ଠ ଦିନରେ ୩୨ କୋଟି ବ୍ୟବସାୟ କରିଥିଲା ।
'ଛାଭା' ରିଲିଜ୍ ହେବାର ୬ ଦିନରେ୧୯୭.୭୫ କୋଟି ଟଙ୍କା ଆୟ କରିଛି।

ଫିଲ୍ମ ଛାଭା ଆୟ ବଢିବା ସହ ଭିକି କୌଶଲଙ୍କ ପ୍ରଶଂସକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହି ଫିଲ୍ମରେ ରଶ୍ମିକା ମନ୍ଦାନା ଏବଂ ଭିକି କୌଶଲଙ୍କୁ ପ୍ରଥମ ଥର ଏକାଠି ଦେଖିବା ପାଇଁ ମିଳିଛି । ଉଭୟଙ୍କ କେମେଷ୍ଟ୍ରୀ ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+