Get Updates
Get notified of breaking news, exclusive insights, and must-see stories!

ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସିଲେ ଭିକ୍କି-କ୍ୟାଟ୍ରିନା ,ସୋସିଆଲ ମିଡିଆରେ ପ୍ରଶଂସକ ଦେଲେ ଶୁଭେଚ୍ଛା

Vicky Kaushal-Katrina Kaif's romantic photo surfaced from Maldives, Vicky Kaushal SHARED A ROMANTIC PHOTO WIT KATRINA ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସିଲେ ଭିକ୍କି-କ୍ୟାଟ୍ରିନା ,ସୋସିଆଲ ମିଡିଆରେ ପ୍ରଶଂସକ ଦେଲେ ଶୁଭେଚ୍ଛା

ମୁମ୍ବାଇ: ନିକଟରେ କ୍ୟାଟ୍ରିନା କୈଫ ତାଙ୍କର ୩୯ ତମ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ସେ ସ୍ୱାମୀ ବିକ୍କି କୌଶଲ ଏବଂ ନିଜର କିଛି ବନ୍ଧୁ ମାନଙ୍କ ସହ ଏକାଠି ମାଳଦ୍ୱୀପରେ ପହଞ୍ଚିଥିଲେ । ଗୋଟିଏ ପରେ ଗୋଟିଏ ଅନେକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିଛି ସମୟ ପୂର୍ବରୁ ନିଜ ୱିକ୍ ଡେସ୍ ଆରମ୍ଭ ବିକ୍କି କଟ୍ରିନାଙ୍କର ଏକ ରୋମାଣ୍ଟ ଫଟୋ ସେୟାର କରି ଆରମ୍ଭ କରିଛନ୍ତି । ସମୁଦ୍ର କୂଳରେ, ଏହି ଦମ୍ପତି ପରସ୍ପର ସହ ପ୍ରତ୍ୟକ ମୂହୁର୍ତ୍ତକୁ ଉପଭୋଗ କରିବା ସହ ରୋମାଣ୍ଟିକ ଅନ୍ଦାଜରେ ନଜର ଆସୁଛନ୍ତି ।କ୍ୟାଟ୍ରିନା କିଛି ସମୟ ପୂର୍ବରୁ ଏକ ସୁନ୍ଦର ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ କ୍ୟାଟ୍ରିନାଙ୍କ ପୁରା ଗ୍ୟାଙ୍ଗ୍ ନଜର ଆସୁଛନ୍ତି ।ଯେଉଁଥିରେ କ୍ୟାଟ୍ ଲେଖିଛନ୍ତି ୟୈ ଦୋସତି

ସୋସିଆଲ ମିଡିଆରେ ଆପଣ ବିକ୍କି ଓ କ୍ୟାଟ୍ରିନାଙ୍କର ଅନେକ ରୋମାଣ୍ଟିକ ଫଟୋ ଦେଖିପାରିବେ । ହନିମୁନ୍‌ରୁ ବର୍ତ୍ତମାନ ପର୍ଯ୍ୟନ୍ତ, କ୍ୟାଟ୍ରିନା - ଭିକ୍କି ପ୍ରତ୍ୟେକସମୟରେ ସମସ୍ତ ଫଟୋ ଏକାଠି ସେୟାର କରିଥାନ୍ତି ,ଯାହା ଫ୍ୟାନ୍ସଙ୍କୁ ଖବ ପସନ୍ଦ ମଧ୍ୟ ଆସେ ।ତେବେ କଟ୍ରିନାଙ୍କ ଜନ୍ମଦିନରେ ବା କିପରି ଏହି ରୁଲ୍ ବ୍ରେକ୍ କରିଥାନ୍ତେ ଭିକ୍କି ଓ କ୍ୟାଟ୍

ଏହି ଫଟୋରେ କ୍ୟାଟ୍ରିନା-ଭିକ୍କି ସମୁଦ୍ର କୂଳରେ ଏକାଠି ଏକ ସୁନ୍ଦର ଶଯ୍ୟା ଉପରେ ବସିଥିବାର ନଜର ଆସୁଛନ୍ତି । ଉଭୟଙ୍କ ମୁହଁର ହସ ହିଁ ଦୁହେଁଙ୍କ ମଧ୍ୟରେ ଥିବା ପ୍ରେମ ବଖାଣୁଛି । ସୋସିଆଲ ମିଡିଆରେ ଏହି ଷ୍ଟାର କପଲଙ୍କୁ ଅନେକ ପ୍ରଶଂସା ଓ ଶୁଭେଚ୍ଛା ମିଳୁଛି ।ଉଭୟଙ୍କୁ ଏକାଠି ଦେଖି ଫ୍ୟାନ୍ସ ମଧ୍ୟ ବେଶ୍ ଖୁସ ।

KATRINA

ବିବାହ ପରେ ଏହା କ୍ୟାଟ୍ରିନାଙ୍କର ଭିକ୍କିଙ୍କ ସହ ଏହା ପ୍ରଥମ ଜନ୍ମ ଦିନ । ଏହି ଖାସ ଦିନକୁ ଭିକ୍କି ଖୁବ ଢଙ୍ଗରେ ସେଲିବ୍ରେଟ ମଧ୍ୟ କରିଥିଲେ । ୱାର୍କ ଫ୍ରଣ୍ଟରେ ବିଷୟରେ କହିବାକୁ ଗଲେ ଭିକ୍କି ବର୍ତ୍ତମାନ କିଛି ଭିନ୍ନ ଚଳଚ୍ଚିତ୍ରରେ କାମ କରୁଛନ୍ତି । ସେ ମେଘନା ଗୁଲଜାରଙ୍କ ବାୟୋପିକ୍ 'ସାମ୍ ବାହାଦୂର' ପାଇଁ ପ୍ରସ୍ତୁତ ହେଉଛନ୍ତି। ଯେଉଁଥିରେ ତାଙ୍କୁ ଲିଡ୍ ରୋଲରେ ଦେଖିବା ପାଇଁ ମିଳିବ । ପରବର୍ତ୍ତୀ ପ୍ରଡକ୍ସନରେ ଏହି ଅଭିନେତାଙ୍କର 'ମେରା ନାମ ଗୋବିନ୍ଦା' ଅଛି । ଯେଉଁଥିରେ ଭିକ୍କି ଏକ କମେଡି ଡ୍ରାମା ଫିଲ୍ମରେ ସାରା ଅଲି ଖାନଙ୍କ ସହ ମଧ୍ୟ ଦେଖିବାକୁ ମିଳିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+