ପରଲୋକରେ ତେଲଗୁ ଭେଟେରାନ ଅଭିନେତା ଚଲପତି ରାଓ

ପରଲୋକରେ ତେଲଗୁ ଭେଟେରାନ ଅଭିନେତା ଚଲପତି ରାଓ

ହାଇଦ୍ରାବାଦ: ସିନେମା ଜଗତରୁ ଆସିଲା ପୁଣି ଏକ ଦୁଃଖଦ ଖବର । ସାଉଥ୍ ଇଣ୍ତଷ୍ଟ୍ରିର ଭେଟେରାନ ଅଭିନେତା ଚଲପତି ରାଓଙ୍କ ପରଲୋକ । ୭୮ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଛନ୍ତି । ଆଜି ହାଇଦ୍ରାବାଦ ସ୍ଥିତ ବାସଭବନରେ ତାଙ୍କର ହୃତଘାତରେ ତାଙ୍କର ପରଲୋକ ହୋଇଛି । ସୂଚନା ଅୁସାରେ ସେ କିଛି ଦିନ ହେବ ଅସୁସ୍ଥ ଥିଲେ ।

ସୂଚନା ଅନୁସାରେ, ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ଯେଉଁଥି ପାଇଁ ସେ ଅଭିନୟ ଜଗତରୁ ମଧ୍ୟ ଦୁରେଇ ରହିଥିଲେ । ଅଭିନେତାଙ୍କ ପରଲୋକରେ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି ।

Chalapathi Rao

ତେଲଗୁ ସିନେମା ଇଣ୍ତଷ୍ଟିରେ ଚଲପତି ରାଓ ଅନେକ ଫିଲ୍ମ ଜରିଆରେ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି । ଅଭିନେତା ୬୦୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଥିଲେ । ୧୯୪୪ ମଇ ୮ରେ ସେ ବାଲିପାରୁରେ ଜନ୍ମଗ୍ରହଣ କରିଥିଲେ । ସେହିପରି
୧୯୬୬ରେ ସେ ସିନେମା ଜଗତରେ ପାଦ ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+