ଆରମ୍ଭ ହେବାକୁ ଯାଉଛି ଭାଲେଣ୍ଟାଇନ୍ସ ସପ୍ତାହ, ଜାଣନ୍ତୁ କାହାକୁ ଦେବେ କେଉଁ ରଙ୍ଗର ଗୋଲାପ
ଭାଲେଣ୍ଟାଇନ୍ସ ସପ୍ତାହ ଆରମ୍ଭ ହେବା ପାଇଁ ଯାଉଛି । ଫେବୃଆରୀ ୭ରୁ ଆରମ୍ଭ ହୋଇ ୧୪ ଫେବୃଆରୀ ଭାଲେଣ୍ଟାଇନ୍ସ ଡେ ପର୍ଯ୍ୟନ୍ତ ଚାଲିଥାଏ।
ଏହି ଗୋଟିଏ ସପ୍ତାହ ପ୍ରେମିକପ୍ରମିକା ପାଇଁ ବହୁତ ସ୍ୱତନ୍ତ୍ର। ଏହି ଦିନ ସମସ୍ତେ ନିଜ ପ୍ରେମିକାଙ୍କୁ ଗୋଲାପ ଫୁଲ ଦେଇ ପ୍ରପୋଜ୍ କରନ୍ତି। ଯଦି ଆପଣ ମଧ୍ୟ ଏହି ଦିନ ଆପଣଙ୍କ ପ୍ରେମକୁ ପ୍ରପୋଜ୍ କରିବାକୁ ପ୍ଲାନ କରୁଛନ୍ତି ତେବେ ଚାଲନ୍ତୁ ଜାଣିବା ପ୍ରତ୍ୟେକ ରଙ୍ଗର ଗୋଲାପ ଅର୍ଥ କ'ଣ ।
ହଳଦିଆ ଗୋଲାପ- ହଳଦିଆ ରଙ୍ଗର ଗୋଲାପ ବନ୍ଧୁତାର ପ୍ରତୀକ। ଯଦି ଆପଣଙ୍କର ଜଣେ ଘନିଷ୍ଠ ବନ୍ଧୁ ଅଛନ୍ତି, ତେବେ ଆପଣ ଏହି ହଳଦିଆ ଗୋଲାପ ଆପଣଙ୍କ ବନ୍ଧୁକୁ ଦେଇପାରିବେ ଏବଂ ତାଙ୍କୁ କହିପାରିବେ ଯେ ସେ ଆପଣଙ୍କ ପାଇଁ କେତେ ସ୍ୱତନ୍ତ୍ର।
ହଳଦିଆ ଗୋଲାପ- ହଳଦିଆ ରଙ୍ଗର ଗୋଲାପ ବନ୍ଧୁତାର ପ୍ରତୀକ। ଯଦି ଆପଣଙ୍କର ଜଣେ ଘନିଷ୍ଠ ବନ୍ଧୁ ଅଛନ୍ତି, ତେବେ ଆପଣ ଏହି ହଳଦିଆ ଗୋଲାପ ଆପଣଙ୍କ ବନ୍ଧୁକୁ ଦେଇପାରିବେ ।

ଧଳା ଗୋସାପ- ଧଳା ଗୋଲାପ ନୂତନ ପ୍ରେମର ନୂତନ ଆରମ୍ଭର ପ୍ରତୀକ ଅଟେ । ଯଦି ପ୍ରେମ ନୂଆ ନୂଆ ଆରମ୍ଭ ହେଉଛି ତେବେ ଆପକ୍ଷ ନିଜ ମନକ ମଣିଷକୁ ଧଳା ଗୋଲାପ ଦେଇ ପାରିବେ ।
ଲାଲ ଗୋଲାପ- ଭାଲେଣ୍ଟାଇନ୍ ଡେ'ରେ ଅଧିକ ଲାଲ ଗୋଲାପ ଉପହାର ଦେବା ପାଇଁ ଲୋକେ ପସନ୍ଦ କରି ଥାନ୍ତି ।କାରଣ ଲାଲ ଗୋଲାପ ପ୍ରେମର ପ୍ରତିକ । ଯୁଗ ଯୁଗରୁ କପଲ୍ ନିଜ ମନର ମଣିଷକୁ ଏହି ଫୁଲ ଦେଇ ନିଜ ମନକ କଥା ପ୍ରକାଶ କରିଥାନ୍ତି ।
ଗୋଲାପୀ ରଙ୍ଗର ଗୋଲାପ- ଏହି ରଙ୍ଗୀନ ଗୋଲାପ ଦେଇ, ଆପଣ ନିଜ ସାଥୀକୁ କହିପାରିବ ଯେ ସେ କେତେ ଖାସ୍ । ଆପଣ ଜୀବନରେ ତାଙ୍କୁ ପାଇ କେତେ ଖୁସି । ଆପଣ ଏହି ଫୁଲ ନିଜ ପ୍ରେମିକକୁ ମଧ୍ୟ ଦେଇପାରିବେ ।












Click it and Unblock the Notifications