Get Updates
Get notified of breaking news, exclusive insights, and must-see stories!

ଚର୍ଚ୍ଚାରେ ଉର୍ଫି,ବ୍ଲେଡରେ ତିଆରି ଡ୍ରେସ୍ ପିନ୍ଧିଲେ ଅଭିନେତ୍ରୀ

URFI WEAR A DRESS MADE OF RAZORSଚର୍ଚ୍ଚାରେ ଉର୍ଫି,ବ୍ଲେଡରେ ତିଆରି ଡ୍ରେସ୍ ପିନ୍ଧିଲେ ଅଭିନେତ୍ରୀ

ମୁମ୍ବାଇ: ଇଣ୍ଟରନେଟ୍ ସେନ୍ସେସ୍ ଉର୍ଫି ଜାଭେଦ୍ କେତେବେଳେ କେଉଁଥିରେ ନିଜ ପାଇଁ ଡ୍ରେସ ପ୍ରସ୍ତୁତ କରନ୍ତି ତାହା ଜଣିବା ମୁସକିଲ୍ କେତେବେଳ ସେ ଖବରକାଗଜରୁ କ କେତେ ବେଳେ ଲୁହା ତାରରେ ରେ ଡ୍ରେସ ତିଆରି କରନ୍ତି ଉର୍ଫି ।ଉର୍ଫିଙ୍କ ଷ୍ଟାଇଲ ପ୍ରତ୍ୟକ ଅନ୍ଦାଜ୍ ନିଆରା ।ନିଜ ଡ୍ରେସ ପାଇଁ ତାଙ୍କୁ ଅନେକ ଥର ଟ୍ରୋଲ ହେବା ପାଇଁ ମଧ୍ୟ ପଡିଥାଏ । ଏବେ ଉର୍ଫି ପୁଣି ଏପରି ପୋଷାକ ତିଆରି କରିଛନ୍ତି,ଯାହା ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ ।ଏଥର ଉର୍ଫି ବ୍ଲେଡ୍ ସହିତ ଏକ ପୋଷାକ ତିଆରି କରିଛି । ଯାହାର ଭିଡିଓ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଉର୍ଫି ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରୁହନ୍ତି ।ପ୍ରତ୍ୟକ ଦିନ ନିଜ ଡ୍ରେସ ସହ ସେ କିଛି ନା କିଛି ଏକ୍ସପେରିମେଣ୍ଟ କରନ୍ତି । ନିଜ ନୂଆ ନୂଆ ଆଉଟ ଫିଟକୁ ନେଇ ସେ ପ୍ରତ୍ୟକ ଦିନ ଫଟୋ ପୋଷ୍ଟ କରନ୍ତି ।ଏଥର ସେ ବ୍ଲେଡରେ ପ୍ରସ୍ତୁତ ଏକ ଖାସ ଡ୍ରେସ ନିଜ ପାଇଁ ପ୍ରସ୍ତୁତ କରିଛନ୍ତି ।

ଉର୍ଫି ବ୍ଲେଡ୍ ରେ ଏକ ଛୋଟ ପୋଷାକ ତିଆରି କରିଛନ୍ତି ।ତାଙ୍କ ପୁରା ଡ୍ରେସରେ ବ୍ଲେଡ୍ ରହିଛି । ଭିଡିଓରେ ଉର୍ଫି ଭିନ୍ନ ଭିନ୍ନ ପୋଜ୍ ଦେଉଥିବାର ନଜର ଆସିଛନ୍ତି। ପନିଟେଲ୍ ହେୟାର ଷ୍ଟାଇଲ୍ ତାଙ୍କ ଲୁକକୁ ଆଉ ଟିକେ ଖାସ କରିଥିଲା । ଭିଡିଓ ସେୟାର କରିବା ପେର ତାଙ୍କ ଲୁକକୁ କିଛି ପ୍ରଶଂସା କରୁଥିବା ବେଳେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି
ତାଙ୍କର ଏହି ଡ୍ରେସ ।ତେବେ ପ୍ରତ୍ୟକ ଥର ପରି ତାଙ୍କୁ ଘେରିଛନ୍ତି ସମାଲୋଚକ ।

URFI
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+