ପାକିସ୍ତାନୀ ପ୍ରଶଂସକଙ୍କ ପାଇଁ ବଦଳିଲେ ଉର୍ଫି, ଦେଖନ୍ତୁ ଅଭିନେତ୍ରୀଙ୍କ ନୂଆ ଅବତାର
ପାକିସ୍ତାନୀ ପ୍ରଶଂସକଙ୍କ ପାଇଁ ବଦଳିଲେ ଉର୍ଫି, ଦେଖନ୍ତୁ ଅଭିନେତ୍ରୀଙ୍କ ନୂଆ ଅବତାର
ମୁମ୍ବାଇ: ସୋସିଆଲ୍ ମିଡିଆ ସେନସେସନ୍ ଉର୍ଫି ଜାଭେଦ୍ । ଉର୍ଫିଙ୍କ ନୂଆ ଭିଡିଓ ୟୁଜର୍ସଙ୍କୁ ଚକିତ କରିଛି । ଆପଣ ମଧ୍ୟ ଉର୍ଫିଙ୍କର ଏପରି ଅନ୍ଦାଜ ଦେଖି ହୋଇଯିବେ ଆଶ୍ଚର୍ଯ୍ୟ । ଏଥର ଉର୍ଫି ନିଜ ଅତରଙ୍ଗୀ ଫ୍ୟାସନ ଛାଡି ଏବେ ଦେଶୀ ଲୁକରେ ଆସିଛନ୍ତି ନଜର । ଗୋଲାପି ରଙ୍ଗର ଡ୍ରେସ ସହ ମୁଣ୍ଡରେ ଓଢଣା ଦେଇ ଉର୍ଫି ଜଣେ ଭାରତୀୟ ମହିଳାଙ୍କ ପରି ହେଲେ ସଜେଇ । ଯାହାକୁ ନେଇ ଏଥର ସୋଶାଲ ମିଡିଆରେ ବେଶ୍ ପ୍ରଶଂସା ସାଉଁଟିଛନ୍ତି ଉର୍ଫି । ତେବେ ଉର୍ଫିଙ୍କ ଏପରି ପରିବର୍ତ୍ତନର କାରଣ ହେଉଛି ପାକିସ୍ତାନ । ଆଜ୍ଞା ହଁ ଏଥର ପାକିସ୍ତାନରୁ ମଧ୍ୟ ଉର୍ଫି ସାଉଁଟୁଛନ୍ତି ଭଲ ପାଇଁବା ଯେଉଁଥି ପାଇଁ ସେ ନିଜ ଷ୍ଟାଇଲରେ ଟିକେ ପରିବର୍ତ୍ତନ ଆଣିଛନ୍ତି ।

ସଂସ୍କାରୀ ଉର୍ଫି
ନିକଟରେ ପାକିସ୍ତାନୀ ଅଭିନେତ୍ରୀ Hania Amir ଉର୍ଫି ଜାଭେଦଙ୍କୁ ପ୍ରଶଂସା କରିଥିଲେ । ସୋସିଆଲ ମିଡିଆରେ ହାନିଆ ଉର୍ଫିଙ୍କୁ ପ୍ରିଟି ଅର୍ଥାତ୍ ସୁନ୍ଦର ଲେଖି ଏକ ପୋଷ୍ଟ ସେୟାର କରିଥିଲେ । ବାସ୍... ପଡୋଶୀ ଦେଶରୁ ଏପରି ପ୍ରଶଂସା ପାଇବା ପରେ ଉର୍ଫି ହର୍ଟ ଫ୍ୟାଶନ୍ ଛାଡି ସଂସ୍କାରୀ ରୁପରେ ନଜର ଆସିଥିଲେ । ଉର୍ଫିଙ୍କ ଏହି ଷ୍ଟାଇଲ୍ ଦେଖି ପ୍ରଶଂସକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଉର୍ଫି ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି ।
ପାକିସ୍ତାନୀ ଅଭିନେତ୍ରୀ ହାନିୟାଙ୍କ ସୁପରହିଟ୍ ଶୋ 'ମେରେ ହମସଫର'ର ଗେଟଅପରେ ନଜର ଆସିଥିଲେ ଉର୍ଫି । ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି କ୍ୟାପସନରେ ଉର୍ଫି ଲେଖିଛନ୍ତି "କାରଣ ମୁଁ ଉଭୟ 'ହାଲା' ଏବଂ ହାନିଆକୁ ଭଲ ପାଏ । ଭିଡିଓର ବ୍ୟାକଗ୍ରାଉଣ୍ଡରେ ହନିୟା ଆମୀରଙ୍କ ସୁପରହିଟ୍ ସୋ 'ମେରେ ହମସଫର'ର ଟାଇଟଲ୍ ଟ୍ରାକ୍ ମଧ୍ୟ ବାଜିବାର ମଧ୍ୟ ଶୁଣିବା ପାଇଁ ମିଳୁଛି । ନିଜ୍ ନୂଆ ଲୁକ ପାଇଁ ସୋସିଆଲ ମିଡିଆରେ ଉର୍ଫିଙ୍କୁ ବେଶ୍ ଭଲ ପାଇବା ମିଳୁଛି ।
-
ଇରାନ ଜାହାଜକୁ ନେଇ ମୁହଁ ଖୋଲିଲେ ଜୟଶଙ୍କର ‘ଆମେ ଯାହା କରିଛୁ ଠିକ୍ କରିଛୁ’, -
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା .....












Click it and Unblock the Notifications