Get Updates
Get notified of breaking news, exclusive insights, and must-see stories!

ଉର୍ଫି ଜାବେଦଙ୍କର ଟପଲେସ୍ ଫଟୋସୁଟ୍ , ସୋସିଆଲ ମିଡିଆରେ ହେଲା ଭାଇରାଲ

Urfi Javed Gose Completely Topless :ଉର୍ଫି ଜାବେଦଙ୍କର ଟପଲେସ୍ ଫଟୋସୁଟ୍

ମୁମ୍ବାଇ: ବିବାଦ ଯେପରି ଉର୍ଫିଙ୍କ ପିଛା ଛାଡୁନାହିଁ । ନିଜ ଡ୍ରେସିଂ ସେନ୍ସକୁ ନେଇ ସେ ଚର୍ଚ୍ଚାରେ ରହିଥାନ୍ତି । କ୍ୟାମେରା ସାମ୍ନାରେ ଟପଲେସ୍ ହୋଇ ଫଟୋ ଉଠାଇଲେ ଉର୍ଫି । ସୋସିଆଲ ମିଡିଆରେ ଉର୍ଫିଙ୍କ ଫଟୋ ଭାଇରାଲ ହେବା ସହ ତାଙ୍କ ବୋଲ୍ଡ ଅନ୍ଦାଜ୍ ଫ୍ୟାନ୍ସ କରିଛି ଘାଇଲା । ନିକଟରେ ରଣବୀର ସିଂ ନଗ୍ନ ଫଟୋକୁ ନେଇ ବିବାଦ ଦେଖିବା ପାଇଁ ମିଳିଥିଲା । ଏବେ ଟେଲି ଅଭିନେତ୍ରୀ ଉର୍ଫିଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଟ୍ରେଣ୍ତ କରୁଛି ।

ଇଣ୍ଟରନେଟର ସେନସେସନ ଉର୍ଫି ଜେଭେଦ୍ ଏହି ଫଟୋରେ ବିନା ଟପରେ କେବଳ ଜିନ୍ସ ପିନ୍ଧିଥିବାର ନଜର ଆସୁଛନ୍ତି । ଏହାସହ ନିଜ ଶରୀରକୁ ଲମ୍ବା କେଶରେ ଘୋଡାଇ ରଖିଛନ୍ତି । ଏହା ସହ ତାଙ୍କ ଲୁକକୁ ଆଉ ଟିକେ ଖାସ କରୁଛି ସିଲଭର ରଙ୍ଗର ନାକଫୁଲ୍ । ତାଙ୍କର ଏହି ଫଟୋରେ ଖୁବ ସୁନ୍ଦର ମେକଅପ୍ ମଧ୍ୟ ଦେଖିବା ପାଇଁ ମିଳୁଛି । ନ୍ୟୁଡ୍ ଲିପଷ୍ଟିକ୍ ସହ ଆଇଲାଇନର୍ ତାଙ୍କ ଲୁକକୁ ଆଉ ଟିକେ ଖାସ କରୁଛି । ଏହି ସୁପର ହଟ୍ ପୋଜ୍ ରେ ସେ ତିନୋଟି ଭିନ୍ନ ଢ଼ଙ୍ଗରେ ଫଟୋ ଉଠାଇଛନ୍ତି । ଯାହା ସେ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

urfi

ଅଭିନେତ୍ରୀଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଫ୍ୟାନ୍ସଙ୍କର ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ ଦେଖିବା ପାଇଁ ମିଳୁଛି । ଅନେକ ତାଙ୍କ ଲୁକର ପ୍ରଶଂସା କରୁଥିବା ବେଳେ ସମାଲୋଚନାର ଶିକାର ମଧ୍ୟ ହୋଇଛନ୍ତି ଉର୍ଫି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+