ନିକମ୍ମା ଫିଲ୍ମର ଟ୍ରେଲର ଆଉଟ୍
ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ଅଭିନେତା ଅଭିମନ୍ୟୁ ଦସାନୀଙ୍କ ଆଗାମୀ ଚଳଚ୍ଚିତ୍ର 'ନିକମ୍ମା'ର ଟ୍ରେଲର ରିଲିଜ ହୋଇଛି।
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ଅଭିନେତା ଅଭିମନ୍ୟୁ ଦସାନୀଙ୍କ ଆଗାମୀ ଚଳଚ୍ଚିତ୍ର 'ନିକମ୍ମା'ର ଟ୍ରେଲର ରିଲି ହୋଇଛି। ଏହି ଚଳଚ୍ଚିତ୍ରର ଟ୍ରେଲର ଯେତିକି ଚିତ୍ତାକର୍ଷକ, ତା'ଠୁ ଅଧିକା ଆଶ୍ଚର୍ଯ୍ୟଜନକ ହୋଇଛି ଭେଟେରାନ ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କ ପୁଅ ଅଭିମନ୍ୟୁ ଦସାନୀଙ୍କ ଅଭିନୟ । ଅଭିମନ୍ୟୁ ଚଳଚ୍ଚିତ୍ରରେ ନିକମ୍ମା ହୋଇ ସମସ୍ତଙ୍କ ହୃଦୟ ଜିତିନେଇଛନ୍ତି ।

ସୋନି ପିକ୍ଚର୍ସ ଫିଲ୍ମସ ଏହି ଫିଲ୍ମର ଟ୍ରେଲର ସେୟାର କରିଛି। ଏହା ସହିତ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଟ୍ରେଲର ସେୟାର କରୁଥିବାବେଳେ ଏକ ଜବରଦସ୍ତ କ୍ୟାପସନ ଦେଇଛନ୍ତି । ବଲିଉଡ ଅଭିନେତା ଅଭିମନ୍ୟୁ ଦସାନୀ ଏବଂ ଶିର୍ଲି ସେଟିଆ ଷ୍ଟାରର ଫିଲ୍ମ 'ନିକମ୍ମା' 17 ଜୁନ୍ 2022ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଫିଲ୍ମରେ ସୁନୀଲ ଗ୍ରୋଭର, ସମୀର ସୋନି ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ ।
ସୋନି ପିକ୍ଚର୍ସ ଫିଲ୍ମ, ଇନଷ୍ଟାଗ୍ରାମ ଆକାଉଣ୍ଟରେ ଟ୍ରେଲର ସେୟାର କରିବାବେଳେ କ୍ୟାପସନରେ ଲେଖିଛନ୍ତି- ଫ୍ୟାମିଲି, ରୋମାନ୍ସ, କମେଡି ଏବଂ ଆକ୍ସନର ଲାଗିବ ତଡକା ଯେବେ ଆସିବ ଆମ ନିକମ୍ମା।' ସୋନି ପିକ୍ଚର୍ସ ଫିଲ୍ମସ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମୋସନ ପୋଷ୍ଟର ସେୟାର କରିଛି । ଟ୍ରେଲରରେ ଦମଦାର ଆକ୍ସନର ଝଲକ ଦେଖିବାକୁ ମିଳୁଛି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର












Click it and Unblock the Notifications