କାନାଡାରେ ଭାରତୀୟ ସିନେମାକୁ ବିରୋଧ, ଐଶ୍ୱର୍ଯ୍ୟାଙ୍କ ଫିଲ୍ମ PS-1 ରିଲିଜ୍ କଲେ ସ୍କ୍ରିନ୍ ଛିଣ୍ଡାଇ ଦିଆଯିବ
କାନାଡାରେ ଭାରତୀୟ ସିନେମାକୁ ବିରୋଧ, ଐଶ୍ୱର୍ଯ୍ୟାଙ୍କ ଫିଲ୍ମ PS-1 ରିଲିଜ୍ କଲେ ସ୍କ୍ରିନ୍ ଛିଣ୍ଡାଇ ଦିଆଯିବ
ମୁମ୍ବାଇ: କାନାଡାରେ ଐଶ୍ୱର୍ଯ୍ୟାଙ୍କ ଫିଲ୍ମ PS-1କୁ ବିରୋଧ । ଫିଲ୍ମ ରିଲିଜ୍ କଲେ ଆକ୍ରମଣ କରାଯିବା ସହ ସ୍କ୍ରିନ୍ ଛିଣ୍ଡାଇ ଦିଆଯିବ । କାନାଡାରେ ବନ୍ଦ ହେବ ଭାରତୀୟ ସିନେମା ରିଲିଜ୍ । ଇ-ମେଲ୍ ଜରିଆକେ ଏପରି ଧମକ ମିଳିଛି ଥିଏଟର ମାଲିକମାନଙ୍କୁ ।

ସେପ୍ଟେମ୍ବର ୩୦ ଅର୍ଥାତ୍ ଆସନ୍ତାକାଲି ରିଲିଜ୍ ହେବା ପାଇଁ ଯାଉଛି ବହୁ ପ୍ରତିକ୍ଷିତ ସିନେମା 'ପୋନ୍ନିୟନ ସେଲଭନ-୧' । ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ କ୍ରେଜ୍ ଲାଗି ରହିଛି । ହେଲେ ରିଲିଜ୍ ପୂର୍ବରୁ ଫିଲ୍ମକୁ କରାଯାଉଛି ବିରୋଧ । ଫିଲ୍ମ ରିଲିଜ୍ ନ କରିବା ପାଇଁ ଥିଏଟର ମାଲିକମାନଙ୍କୁ ଆସିଛି ଧମକ ପୂର୍ଣ୍ଣ ଇ-ମେଲ୍ ।
କାନାଡାର ହାମିଲଟନ୍, କିଚନର୍, ଏବଂ ଲଣ୍ଡନ ଭଳି ସହରରେ ଫିଲ୍ମ 'ପୋନିୟନ୍ ସେଲଭାନ୍'କୁ ରିଲିଜ୍ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ହେଲେ କିଛି ସ୍ଥାନୀୟ ଲୋକ ଏହାକୁ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି । ଫିଲ୍ମ ସ୍କ୍ରିନିଂ ନକରିବା ପାଇଁ ଫିଲ୍ମ ହଲ ମାଲିକମାନଙ୍କ ନିକଟକୁ ଏକ ଇ-ମେଲ ଆସିଛି । ଯେଉଁଥିରେ ଲେଖାଯାଇଛି ଯେ' ଯଦି ଏହି ଫିଲ୍ମର ସ୍କ୍ରିନିଂ କରାଯାଏ ତେବେ ହଙ୍ଗାମା ହେବ । ଯଦି PS1 ତାମିଲ କିମ୍ବା KW ଟକିଜର ଅନ୍ୟ କୌଣସି ଚଳଚ୍ଚିତ୍ର ରିଲିଜ୍ ହୁଏ, ତେବେ ହଲ ମାଲିକଙ୍କ ସହ, ଫିଲ୍ମ ହଲର କର୍ମଚାରୀଙ୍କ ଉପରେ ମଧ୍ୟ ଆକ୍ରମଣ କରାଯିବ, ସିନେମା ହଲର ସ୍କ୍ରିନକୁ ମଧ୍ୟ ଛିଣ୍ଡାଇ ଦିଆଯିବା ।
-
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ ! -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଅନାସ୍ଥା ଖାରଜ ପରେ ସଂସଦକୁ ସମ୍ବୋଧିତ କଲେ ଓମ୍ ବିର୍ଲା,କହିଲେ ସଂସଦଠାରୁ ଉପରେ ନୁହଁନ୍ତି ବିରୋଧି ଦଳର ନେତା-ପ୍ରଧାନମନ୍ତ୍ରୀ












Click it and Unblock the Notifications