200 କୋଟି କ୍ଲବରେ ଏଣ୍ଟ୍ରି କଲା 'The Kerala Story '
The Kerala Story 200 Crore Club: ଅଦା ଶର୍ମାଙ୍କ ଅଭିନୀତ ଚଳଚ୍ଚିତ୍ର 'The Kerala Story ' ରିଲିଜ୍ ହେବାର 18 ଦିନରେ ବକ୍ସ ଅଫିସରେ 200 କୋଟି ମାର୍କ ଅତିକ୍ରମ କରିଛି। ଶାହରୁଖ ଖାନଙ୍କ ପଠାନ ପରେ 200 କୋଟି କ୍ଲବରେ ସାମିଲ ହୋଇଥିବା ଏହା 2023ର ଦ୍ୱିତୀୟ ଚଳଚ୍ଚିତ୍ର ।
ରିପୋର୍ଟ ଅନୁସାରେ, 'The Kerala Story 'ମାତ୍ର 18 ଦିନରେ ପ୍ରାୟ 204 କୋଟିର ବ୍ୟବସାୟ କରିଛି । ସୋମବାର ଦିନ ଏହି ଚଳଚ୍ଚିତ୍ରଟି ହିନ୍ଦୀ ଭାଷାରେ 15.58 ପ୍ରତିଶତ ଏବଂ ସୋମବାର ତେଲୁଗୁ ଭାଷାରେ 17.42 ପ୍ରତିଶତ ରହିଥିଲା । ଏହା ବଲିଉଡର 29 ତମ ଫିଲ୍ମ ଯାହା 200 କୋଟିରେ ସାମିଲ ହୋଇଛି ।

'The Kerala Story' ତିନି ଜଣ ମହିଳାଙ୍କ ଜୀବନର ସତ୍ୟ କାହାଣୀ ଉପରେ ଆଧାରିତ । ଯେଉଁମାନଙ୍କ ମାଇଣ୍ତୱାସ୍ କରି
ଇସଲାମ ଧର୍ମ ଗ୍ରହଣ କରିବା ପାଇଁ ବାଧ୍ୟ କରାଯାଇଥିଲା ଏବଂ ଆତଙ୍କବାଦୀ ସଂଗଠନ ଆଇଏସଆଇଏସରେ ଯୋଗ ଦେବାକୁ ବାଧ୍ୟ ହୋଇଥିଲେ।
ପଠାନ୍ ପରେ 2023 ବର୍ଷର ଦ୍ୱିତୀୟ ବୃହତ୍ତମ ଚଳଚ୍ଚିତ୍ର ହେଉଛି 'The Kerala Story ' । ଯାହା ଚଳିତ ବର୍ଷ 200 କୋଟି କ୍ଲବରେ ଏଣ୍ଟି କରିଥିବା ଦ୍ୱିତୀୟ ବଲିଉଡ ଚଳଚ୍ଚିତ୍ର ହୋଇପାରିଛି ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications