ତେଲୁଗୁ ସୁପରଷ୍ଟାର୍‌ ଅଲୁ ଅର୍ଜୁନଙ୍କୁ କରୋନା

ତେଲୁଗୁ ସୁପରଷ୍ଟାର୍‌ ଅଲୁ ଅର୍ଜୁନ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ସେ ଟୁଇଟ୍ କରି ସୂଚନା ଦେଇଛନ୍ତି। କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିବା ପରେ ଏବେ ସେ ଆଇସୋଲେଟ୍ କରିଛନ୍ତି।

ମୁମ୍ବାଇ: ତେଲୁଗୁ ସୁପରଷ୍ଟାର୍‌ ଅଲୁ ଅର୍ଜୁନ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ସେ ଟୁଇଟ୍ କରି ସୂଚନା ଦେଇଛନ୍ତି। କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିବା ପରେ ଏବେ ସେ ଆଇସୋଲେଟ୍ କରିଛନ୍ତି।

Allu Arjun

ଟୁଇଟ୍ କରି କହିଛନ୍ତି ଯେ, "ମୋର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି ଏବଂ ମୁଁ ନିଜକୁ ଏବେ ଆଇସୋଲେଟ୍ କରିଛି। ତେଣୁ ମୁଁ ଅନୁରୋଧ କରୁଛି ଯେ, ଯେଉଁମାନେ ମୋ ସଂର୍ସ୍ପଶରେ ଆସିଛନ୍ତି ସେମାନେ ନିଜର କୋଭିଡ୍ ଟେଷ୍ଟ କରନ୍ତୁ। ମୁଁ ମୋ ଫ୍ୟାନ୍ସ ଏବଂ ଶୁଭଚିନ୍ତକମାନଙ୍କୁ ଅନୁରୋଧ କରୁଛି ଯେ, ସେମାନେ ଚିନ୍ତା କରନ୍ତୁନି। ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ।

ସେହିପରି ତାଙ୍କ ଫ୍ୟାନ୍ସ ମାନେ ତୁରନ୍ତୁ ସୁସ୍ଥ ହେବା ନେଇ ପ୍ରାର୍ଥନା କରୁଛନ୍ତି। ତେଲୁଗୁ ସୁପରଷ୍ଟାର୍‌ ଅଲୁ ଅର୍ଜୁନ୍ ୨୦୦୩ରେ ଫିଲ୍ମ "ଗଙ୍ଗୋତ୍ରୀ" ମାଧ୍ୟମରେ ଆକ୍ଟିଂ କ୍ୟାରିୟର୍ ଆରମ୍ଭ କରିଥିଲେ। ସେ ଫିଲ୍ମଫେୟାର ଏବଂ ନନ୍ଦୀ ଆୱାର୍ଡ ମଧ୍ୟ ହାସଲ କରିସାରିଛନ୍ତି। ଏଯାବତ୍ ସେ ଅନେକ ଗୁଡିଏ ହିଟ୍ ଫିଲ୍ମ କରିସାରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+