ନିଜ ଆତ୍ମହତ୍ୟା ଖବରକୁ ନେଇ ଉର୍ଫିଙ୍କ ପ୍ରତିକ୍ରିୟା
"RIP ଉର୍ଫି ଲେଖି ଫୋଟପୋଷ୍ଟ କେଲ ସୋସିଆଲ ମିଡିଆ ୟୁଜର
ମୁମ୍ବାଇ:ଅଭିନେତ୍ରୀ ଉର୍ଫି ଜେଭେଦଙ୍କୁ ନେଇ ଚର୍ଚ୍ଚା ଲାଗିରହିଥାଏ । ଉର୍ଫି ଅନେକ ସିରିଏଲ ଓ ରିଆଲିଟି ସୋ'ରେ ନିଜ ଜଲୱା ଦେଖାଇସାରିଛନ୍ତି ହେଲେ ତାଙ୍କ ଆଉ ଫିଟ୍ , ଫ୍ୟାସନ ଓ ବୋଲ୍ଡ ଅନ୍ଦାଜ ପାଇଁ ସେ ଲାଇମ ଲାଇଟରେ ରହିଥାନ୍ତି । ନିକଟରେ ଉର୍ଫି ଜାଭେଦ ତାଙ୍କ ଆତ୍ମହତ୍ୟା ପାଇଁ ହେଡଲାଇନରେ ରହିଥିଲେ ଏହି ଖବରଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବା ସହ ଲୋକଙ୍କର ଭିନ୍ନ ଭିନ୍ନ ରିଆକ୍ସନ ମଧ୍ୟ ଦେଖିବା ପାଇଁ ମିଳିଥିଲା । ଯାହା ପରେ ଅଭିନେତ୍ରା ଏହି ଗୁଜବକୁ ନେଇ ନିଜ ପ୍ରତିକ୍ରିୟା ରଖିଥିଲେ ।

ସୋସିଆଲ ମିଡିଆରେ ବା ଚର୍ଚ୍ଚାରେ ରହିବା ପାଇଁ ଉର୍ଫି କେବେ କାଚରେ ତିଆରି ଡ୍ରେସ ତ କେବେ ପତ୍ରରେ ତିଆରି ଡିଜାଇନର ଡ୍ରେସପନ୍ଧି ଚର୍ଚ୍ଚାରେ ରହିଥାନ୍ତି । କିଛି ସମୟ ପୂର୍ବରୁ ଉର୍ଫି ଲୁହା ଚେନରେ ପ୍ରସ୍ତୁତ ଏକ ଡ୍ରେସ ପିନ୍ଧିଥିବାର ନଜର ଆସିଥିଲେ ଯାହାଫଳରେ ତାଙ୍କ ବେକରେ ଆଘାତ ମଧ୍ୟ ଲାଗିଥିଲା ଏବଂ ଦାଗ ହୋଇଯାଇଥିଲା ।ଉର୍ଫି ନିଜ ଇନଷ୍ଟାଗ୍ରାମରେ ଏହି ଫୋଟ ମଧ୍ୟ ସେୟାର କରିଥିଲେ ଓ ଡ୍ରେସରେ ସାଇଡିଫେକ୍ଟ ବିଷୟରେ ନିଜ ଫ୍ୟାନ୍ସଙ୍କୁ ଜଣାଇଥିଲେ । ହେଲେ ଉର୍ଫିଙ୍କର ଏହି ଫଟୋକୁ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବା ସହ ତାଙ୍କର ଆତ୍ମହତ୍ୟା ଖବରକୁ ନେଇ ଚର୍ଚ୍ଚା ଜୋରଧରିଥିଲା । ଯଦିଓ ଫଟୋରେ ତାଙ୍କ ବେକରେ ଦଉଡି ମଧ୍ୟ ଏଡିଟ୍ କରାଯାଇ ଲାଗିଥିବାର ଦେଖିବା ପାଇଁ ମିଳିଥିଲା । ଭାଇରାଲ ଫଟୋରେ ଦେଖି ଲାଗୁଥିଲା ଯେ ଉର୍ଫି ଫାଶୀ ଲଗାଇ ଆତ୍ମହତ୍ୟା କରୁଛନ୍ତି। ୟୁଜର ଫଟୋଟି ଏଡିଟ୍ କରିବା ସହ କ୍ୟାପସନରେ ଲେଖିଛନ୍ତି, "RIP ଉର୍ଫି । କାହା ପାଇଁ ବଡ କ୍ଷତି ନୁହେଁ |" ଏହି ପୋଷ୍ଟରେ ଅନେକ ଉର୍ଫିକୁ ସପୋର୍ଟ କରୁଥିବାର ମଧ୍ୟ ଦେଖିବା ପାଇଁ ମିଳିଛି ।
ଅନ୍ୟପଟେ ଉର୍ଫି ଏହି ପୋଷ୍ଟର ସ୍କ୍ରିନସଟ୍ ସେୟାର ଅସନ୍ତୋଷ ବ୍ୟକ୍ତ କରି ଲେଖିଛନ୍ତି, "ଏହି ଦୁନିଆରେ କ'ଣ ଘଟୁଛି? ମୋତେ ମୃତ୍ୟୁ ଧମକ ମିଳିଥିଲା ଏବଂ ବର୍ତ୍ତମାନ ଏହା ! ଉର୍ଫିଙ୍କ ପୋଷ୍ଟରେ ଫ୍ୟାନ୍ସଙ୍କର ଭିନ୍ନ ରିଆକ୍ସନ ଦେଖିବା ପାଇଁ ମିଳୁଛି
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications