ସସପେନ୍ସ ଫିଲ୍ମ 'ଦୋବାରା'ର ଟ୍ରେଲର ରିଲିଜ

ରିଲିଜ ହେଲା ଫିଲ୍ମ 'ଦୋବାରା'ର ଟ୍ରେଲର । ଫିଲ୍ମରେ ନଜର ଆସିବେ ଅନୁରାଗ ଓ ତାପସୀ ପନ୍ନୁ । ସ୍କ୍ରିନରେ ଧମାଲ ମଚାଇବାକୁ ରେଡି ହେଉଛି ଟିମ୍‌ । ଆସନ୍ତା ମାସ ତଥା ଅଗଷ୍ଟ 19 ରେ ଥ୍ରୀଲର ଫିଲ୍ମ 'ଦୋବାରା' ଆପଣଙ୍କ ନିକଟସ୍ଥ ପ୍ରେକ୍ଷାଳୟରେ ରିଲିଜ ହେବ ।

ମୁମ୍ବାଇ: ରିଲିଜ ହେଲା ଫିଲ୍ମ 'ଦୋବାରା'ର ଟ୍ରେଲର । ଫିଲ୍ମରେ ନଜର ଆସିବେ ଅନୁରାଗ ଓ ତାପସୀ ପନ୍ନୁ । ସ୍କ୍ରିନରେ ଧମାଲ ମଚାଇବାକୁ ରେଡି ହେଉଛି ଟିମ୍‌ । ଆସନ୍ତା ମାସ ତଥା ଅଗଷ୍ଟ 19 ରେ ଥ୍ରୀଲର ଫିଲ୍ମ 'ଦୋବାରା' ଆପଣଙ୍କ ନିକଟସ୍ଥ ପ୍ରେକ୍ଷାଳୟରେ ରିଲିଜ ହେବ । ଫିଲ୍ମଟି ପ୍ରଂଶସକଙ୍କ ମନ ଜିତି ପାରିବ ବୋଲି ଆଶା ରହିଛି ।

tapasee pannu

ଟ୍ରେଲରରେ ତାପସୀ ଏକ ନିଆରା ଅନ୍ଦାଜରେ ନଜର ଆସିଛନ୍ତି । ଏକତା କପୁର ଫିଲ୍ମର ପ୍ରଯୋଜନା କରୁଛନ୍ତି । ଏହି ଚଳଚ୍ଚିତ୍ରଟି ସ୍ପେନର ଏକ ଚଳଚ୍ଚିତ୍ର ମିରାଜଙ୍କର ଏକ ହିନ୍ଦୀ ରିମେକ୍ । ଫିଲ୍ମ 'ଦୋବାରା'ରେ ତାପସୀଙ୍କ ସହସୁନିଲ ଖେତରପାଲ ଏବଂ ପାଭେଲ ଗୁଲାଟି ମଧ୍ୟ ଅଛନ୍ତି ।

ନିକଟରେ ତାପସୀ ଭାରତୀୟ ମହିଳା କ୍ରିକେଟର ମିତାଲି ରାଜ ଭୂମିକାରେ ନିଜର ଆସିଥିଲେ ସାବାସ ମିଠୁ ଫିଲ୍ମରେ । ତାଙ୍କର ଅଭିନୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା। କିନ୍ତୁ ଫିଲ୍ମଟି ବକ୍ସ ଅଫିସରେ କିଛି ଖାସ୍‌ ପ୍ରଦର୍ଶନ କରିପାରିନଥିଲା । ତେବେ ଫିଲ୍ମ ଦୋବାରାକୁ ଦର୍ଶକ କେତେ ପସନ୍ଦ କରୁଛନ୍ତି ତାହା ଦେଖିବା ବାକି ରହିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+