ବୟଫ୍ରେଣ୍ତ ମାଥିଆସ୍ ବୋ'ଙ୍କୁ ବିବାହ କଲେ ତାପସୀ ପନ୍ନୁ !

Taapsee Pannu Wedding: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ଗତ କିଛି ଦିନ ହେବ ନିଜ ବ୍ୟକ୍ତିଗତ ଜୀବନକୁ ଲାଇମଲାଇଟରେ ରହିଛନ୍ତି । ଖବର ରହିଥିଲା
​​ଯେ ଅଭିନେତ୍ରୀ ଖୁବ୍ ଶୀଘ୍ର ତାଙ୍କ ଲଙ୍ଗ୍ ଟାଇମ୍ ବୟଫ୍ରେଣ୍ତ ମାଥିଆସ୍ ବୋଙ୍କ ସହ ବିବାହ କରିବା ପାଇଁ ଯାଉଛନ୍ତି । ହେଲେ ବର୍ତ୍ତମାନ ଏପରି ଏକ ଖବର ରହିଛି, ଯାହା ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଛି । ଚର୍ଚ୍ଚା ହେଉଛି ଯେ, ଅଭିନେତ୍ରୀଙ୍କ ବିବାହ ହୋଇସାରିଛି ।

ରିପୋର୍ଟ ଅନୁଯାୟୀ, ତାପସୀ ପନ୍ନୁ ଏବଂ ମାଥିଆସ୍ ବୋଙ୍କୁ ବିବାହ ହୋଇସାରିଛି । ରିପୋର୍ଟରେ ଦାବି କରାଯାଇଛି ଯେ ଅଭିନେତ୍ରୀ ଉଦୟପୁରରେ ତାଙ୍କ ପ୍ରେମିକଙ୍କ ସହ ପିରିବାର ସଦସ୍ୟ ଏବଂ କିଛି ଅଳ୍ପ ବନ୍ଧୁ୍ଙ୍କ ଉପସ୍ଥିତିରେ ହୋଲିର ଦୁଇ ଦିନ ପୂର୍ବରୁ ବିହାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି ।

ଏହା ବ୍ୟତୀତ ବଲିଉଡର କିଛି ସେଲିବ୍ରିଟି ମଧ୍ୟ ତାପସୀଙ୍କ ବିହାର ଯୋଗ ଦେଇଥିଲେ ବୋଲି ଖବର ରହିଛି । କେବଳ ଅନୁରାଗ କାଶ୍ୟ

Taapsee Pannu and Mathias Boe
ପ ଏବଂ ପାଭେଲ ଗୁଲାଟି ଅନ୍ତର୍ଭୁକ୍ତ
ଅଭିନେତ୍ରୀଙ୍କ ବିବାହରେ ଯୋଗ ଦେଇଥିଲେ । 'ନ୍ୟୁଜ୍ 18' ର ରିପୋର୍ଟ ଅନୁଯାୟୀ, ତାପସୀ ପନ୍ନୁ ଉଦୟପୁରରେ ବିବାହ କରିଛନ୍ତି ।

ତେବେ ଅଭିନେତ୍ରୀ ବିବାହର ସମସ୍ତ ରୀତିନୀତି ଅନୁସରଣ କରାଯାଇଥିଲା । ତାପସୀଙ୍କ ପ୍ରି-ୱେଣ୍ତଂ ଇଭେଣ୍ 20 ମାର୍ଚ୍ଚରୁ ଆରମ୍ଭ ହୋଇଥିଲା । ଏପରିକି ଅଭିନେତ୍ରୀଙ୍କ ଏହି ବିବାହ ବିଷୟରେ ଗଣମାଧ୍ୟମକୁ ମଧ୍ୟ କୌଣସି ସୂଚନା ନଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+