ଅଭିନେତା ସୁଶାନ୍ତ ସିଂ ଆତ୍ମହତ୍ୟା କରି ନାହାଁନ୍ତି, ତାଙ୍କୁ ହତ୍ୟା କରାଯାଇଛି !
ଅଭିନେତା ସୁଶାନ୍ତ ସିଂ ଆତ୍ମହତ୍ୟା କରି ନାହାଁନ୍ତି, ତାଙ୍କୁ ହତ୍ୟା କରାଯାଇଛି !
ମୁମ୍ବାଇ: ବଲିଉଡର ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଏକ ବଡ଼ ଅପଡେଟ୍ ଆସିଛି । ଅଭିନେତାଙ୍କ ମୃତ୍ୟୁର ଦୁଇ ବର୍ଷ ପରେ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି । ବାସ୍ତବରେ ସୁଶାନ୍ତ ସିଂ ରାଜପୁତଙ୍କ ଶରୀରର ପୋଷ୍ଟମର୍ଟମ ପରିଚାଳନା କରିଥିବା କର୍ମଚାରୀ ଅଭିନେତାଙ୍କ ମୃତ୍ୟୁକୁ ହତ୍ୟା ବୋଲି ଦାବି କରିଛନ୍ତି । କର୍ମଚାରୀଙ୍କ ସୂଚନା ଅନୁସାରେ, ସୁଶାନ୍ତଙ୍କ ମୃତଦେହ ଯେଉଁ ଅବସ୍ଥାରେ ଅଣାଯାଇଥିଲା, ତାହାକୁ ଆତ୍ମହତ୍ୟା ବୋଲି କହିବା କଷ୍ଟକର ।
It's doctor's job as to what to write in Post mortem report. He should get justice. Everyone can tell by looking at the picture of Sushant Singh Rajput that he was murdered. If the investigating agency will call me, I will also tell them: R Shah, Mortuary Servant, Cooper Hospital pic.twitter.com/u6hoR0OYd3
— ANI (@ANI) December 26, 2022
ସୁଶାନ୍ତଙ୍କ ଶରୀରରେ ଆଘାତ ଚିହ୍ନ ରହିଥିଲା
ମୁମ୍ବାଇର ପୋଷ୍ଟମର୍ଟମ ହାଉସରେ କାର୍ଯ୍ୟ କରୁଥିବା କର୍ମଚାରୀ ରୂପ କୁମାର ଶାହା ଏକ ସାକ୍ଷାତକାରରେ ସୁଶାନ୍ତଙ୍କ ମୃତ୍ୟୁକୁ ହତ୍ୟା ବୋଲି ବର୍ଣ୍ଣନା କରିଛନ୍ତି। ଶାହା ଦାବି କରିଛନ୍ତି ଯେ, ସୁଶାନ୍ତ ଆତ୍ମହତ୍ୟା କରି ନାହାଁନ୍ତି, ତାଙ୍କୁ ହତ୍ୟା କରାଯାଇଛି। ଶାହ ଏହା ମଧ୍ୟ କହିଛନ୍ତି ଯେ ସୁଶାନ୍ତଙ୍କ ଶରୀର ଏବଂ ବେକରେ ଗଭୀର ଆଘାତ ଚିହ୍ନ ଦେଖିବା ପାଇଁ ମିଳିଥିଲା ।
#WATCH | "When I saw Sushant Singh Rajput's body it didn't appear to be a case of suicide. Injuries marks were there on his body. I went to my senior but he said we will discuss it later," says Roopkumar Shah, Mortuary Servant, Cooper Hospital, Mumbai pic.twitter.com/NOXAsaI8uH
— ANI (@ANI) December 26, 2022

ରୂପ କୁମାର ଶାହା ତାଙ୍କ ବିବୃତ୍ତିରେ କହିଛନ୍ତି, "ଏକ ଭିଭିଆଇପି ଶରୀର ପାଞ୍ଚଟି ମୃତ ଶରୀର ମଧ୍ୟରେ ପୋଷ୍ଟମର୍ଟମ ପାଇଁ କୁପର୍ ହସ୍ପିଟାଲକୁ ଆସିଥିଲା, କପଡା ଖୋଲିବା ପରେ ଆମେ ଦେଖିଲୁ ଏହା ଅଭିନେତା ସୁଶାନ୍ତ ସିଂଙ୍କ ଶରୀର । ମୃତଦେହ ଦେଖିବା ପରେ ଏହା ହତ୍ୟା ବୋଲି ସ୍ପଷ୍ଟ ବାରି ହୋଇ ପଡୁଥିଲା । ହାତଗୋଡରେ ମାରିବା ଚିହ୍ନ ରହିଥିଲା । ଏପରିକି ବର୍ଡିର ଭିଡିଓଗ୍ରାଫି ମଧ୍ୟ କରାଯାଇ ନଥିଲା । ସୁଶାନ୍ତଙ୍କୁ ନ୍ୟାୟ ମିଳିବା ଉଚିତ୍ ... ସୁଶାନ୍ତଙ୍କ ଫଟୋ ଦେଖିବା ପରେ ଏହା ହତ୍ୟା ବୋଲି ସ୍ପଷ୍ଟ ଜଣାପଡୁଥିଲା ।
-
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
ଖଡଗେଙ୍କୁ ପ୍ରଶଂସା କଲେ ମୋଦୀ, କହିଲେ ତାଙ୍କ ପାଖରୁ...... -
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ -
ବିଜେଡିର ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍












Click it and Unblock the Notifications