Get Updates
Get notified of breaking news, exclusive insights, and must-see stories!

ରାଜକୁମାର ରାଓଙ୍କ ଫିଲ୍ମ 'ଶ୍ରୀକାନ୍ତ' କରୁଛି ଧମାଲ୍, ଭାଙ୍ଗିଲା ଏହି ଫିଲ୍ମର ରେକର୍ଡ

Srikanth Box Office Collection Day 6: ନିକଟରେ ରାଜକୁମାର ରାଓଙ୍କ ଫିଲ୍ମ 'ଶ୍ରୀକାନ୍ତ' ରିଲିଜ୍ ହୋଇଛି । ସିନେମାଟି ବର୍ତ୍ତମାନ ଚର୍ଚ୍ଚା, ପ୍ରଶଂସା ଏବଂ ଆୟରେ ରହିଛି ଆଗରେ । ସିନେ କ୍ରିଟିକ୍ସଙ୍କ ପକ୍ଷରୁ ଏହି ଫିଲ୍ମକୁ ନେଇ ଭଲ ପ୍ରତିକ୍ରିୟା ମଧ୍ୟ ମିଳୁଛି । ସେହିପରି ବକ୍ସଅଫିସରେ ଭଲ ଆୟ କରୁଛି ରାଜକୁମାର ରାଓଙ୍କ ଏହି ସିନେମା ।

Srikanth Box Office Collection Day 6

ଏହି ସପ୍ତାହ ଫିଲ୍ମର ଆୟ କମିଯିବା ସତ୍ୱେ ରାଜକୁମାର ରାଓଙ୍କ ଫିଲ୍ମ କୋଟି ଟଙ୍କାର ବ୍ୟବସାୟ କରିବାରେ ସଫଳ ହୋଇଛି । ପଞ୍ଚମ ଦିନରେ 'ଶ୍ରୀକାନ୍ତ' 15 କୋଟି ଟଙ୍କା ଛୁଇଁସାଇଛି । ତେବେ ଚାଲନ୍ତୁ ଜାଣିବା ଫିଲ୍ମର ଷଷ୍ଠ ଦିନର ଆୟ ବିଷୟରେ ।

'ଶ୍ରୀକାନ୍ତ' ହେଉଛି ଦୃଷ୍ଟିହୀନ ଶିଳ୍ପପତି ତଥା 'Bollant Industries' ପ୍ରତିଷ୍ଠାତା ଶ୍ରୀକାନ୍ତ ବୋଲାଙ୍କ ବାୟୋପିକ୍। ଟ୍ରେଲର ରିଲିଜ୍ ପରଠାରୁ ଏହି ଚଳଚ୍ଚିତ୍ରକୁ ନେଇ ବେଶ କ୍ରେଜ୍ ଦେଖିବାକୁ ମିଳିଥିଲା । ସେହିପରି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପରେ ଏହି ଫିଲ୍ମ ଚମତ୍କାର ପ୍ରଦର୍ଶନ କରୁଛି । ଏହି ଫିଲ୍ମର ଓପନିଂ ଏତେ ଖାସ ରହିନଥିଲା ହେଲେ ଦିନ ବଢିବା ସହ ସିନେମାର କ୍ରେଜ୍ ସହ ଆୟ ମଧ୍ୟ ବଢିବାରେ ଲାଗିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+