ସାଉଥ ସୁପରଷ୍ଟାର ଓ ବାହୁବଳୀ ଆକ୍ଟର ପ୍ରଭାସଙ୍କ ଆଜି ଜନ୍ମଦିନ

ମୁମ୍ବାଇ: ସାଉଥ ସୁପରଷ୍ଟାର ଓ ବାହୁବଳୀ ଆକ୍ଟର ପ୍ରଭାସଙ୍କ ଆଜି ଜନ୍ମଦିନ। ଜନ୍ମଦିନ ଅବସରରେ ଆଜି ପ୍ରଭାସଙ୍କ ବହୁ ପ୍ରତିକ୍ଷିତ ଚଳଚିତ୍ର "ରାଧେଶ୍ୟାମ"ର ଟିଜର ରିଲିଜ ହୋଇଛି । ପ୍ରଭାସଙ୍କ ପ୍ରଶଂସକମାନେ ଫିଲ୍ମର ଟିଜରକୁ ଖୁବ୍ ପସନ୍ଦ କରିଛନ୍ତି ।

Prabhas

42 ବର୍ଷରେ ପାଦ ଥାପିଥିବା ବାହୁବଳି ଫେମ ପ୍ରଭାସଙ୍କ ଜନ୍ମ ଦିନ ଅବସରରେ ଛୁଟିଛି ଶୁଭେଚ୍ଛାର ସୁଅ। ପ୍ରଭାସଙ୍କ ବର୍ଥ ଡେ ପାଇଂ ମୁଭିର ନିର୍ଦ୍ଦେଶକ ରାଧା କ୍ରିଷ୍ଣ କୁମାର ଆଜି ଫିଲ୍ମର ଟିଜର ରିଲିଜ କରିଛନ୍ତି।୨୦୨୨ଜାନୁଆରୀ ମାସ ୧୪ ତାରିଖରେ ଫିଲ୍ମଟି ରିଲିଜ ହେବ। ପ୍ରଭାସ ଏହି ମୁଭିରେ ବିକ୍ରମାଦିତ୍ୟ ଭୂମିକାରେ ନଜର ଆସିବେ। ତାଙ୍କ ବିପକ୍ଷରେ ପୂଜା ହଗଡେ ମଧ୍ୟ ଏହି ଚଳଚିତ୍ରରେ ନଜର ଆସିବେ । ମୁଭିଟି ରୋମାଣ୍ଟିକ ଡ୍ରାମା ମୁଭି ହୋଇଥିବା ବେଳେ ତେଲୁଗୁ ଓ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+