Daniel Balaji Passes Away: ସାଉଥ୍ ସିନେମାର ସୁପରଷ୍ଟାର ଡାନିଏଲ ବାଲାଜୀଙ୍କ ଦେହାନ୍ତ

Daniel Balaji Death: ତାମିଲ ସିନେମାର ପ୍ରସିଦ୍ଧ ଅଭିନେତା ଡାନିଏଲ ବାଲାଜୀଙ୍କର ଶୁକ୍ରବାର ରାତିରେ ଚେନ୍ନାଇରେ ଦେହାନ୍ତ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ 48 ବର୍ଷ ବୟସ ହୋଇଥିଲା । ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ରହିଛି । ଡାନିଏଲ ବାଲାଜୀଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ସାଉଥ୍ ସିନେମା ଇଣ୍ତଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

Daniel Balaji Passes Away

ସୂଚନା ଅନୁସାରେ, ୨୯ ମାର୍ଚ୍ଚ ଶୁକ୍ରବାର ଦିନ ଡାନିଏଲ ବାଲାଜୀଙ୍କ ଛାତିରେ ହଠାତ୍ ଯନ୍ତ୍ରଣା ହୋଇଥିଲା, ପରେ ତାଙ୍କୁ ଚେନ୍ନାଇର କୋଟିଭାକାମ ଡାକ୍ତରଖାନାକୁ ନିଆଯାଇଥିଲା। ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ସୂଚନା ରହିଛି । ଶବ ବ୍ୟବଚ୍ଛେଦ ପରେ ମର ଶରୀରକୁ ତାଙ୍କ ବାସଭବନକୁ ନିଆଯାଇଛି।

ଡାନିଏଲ୍ ବାଲାଜୀଙ୍କ ଦେହାନ୍ତ ତାଙ୍କ ପ୍ରଶଂସକ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମାର୍ଚ୍ଚ 30ରେ ଆଜି ତାଙ୍କର ଅନ୍ତିମ ସଂସ୍କାରରେ କରାଯିବ । ଯେଉଁଠି ଇଣ୍ତଷ୍ଟ୍ରିର ଅନେକ ଅଭିନେତା, ନିର୍ଦ୍ଦେଶକ ଏବଂ ନିର୍ମାତାମାନେ ଯୋଗଦେବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+