Get Updates
Get notified of breaking news, exclusive insights, and must-see stories!

ମା' ହେଲେ ସୋନମ କପୁର ଅହୁଜା !ଭାଇରାଲ ହେଲା ଫଟୋ

ମା' ହେଲେ ସୋନମ କପୁର ଅହୁଜା !ଭାଇରାଲ ହେଲା ଫଟୋ

ମୁମ୍ବାଇ: ଖୁବଶୀଘ୍ର ମା'ହେବାକୁ ଯାଉଛନ୍ତି ସୋନମ କପୁର । ସୋନମଙ୍କର ଗର୍ଭଧାରଣର ଶେଷ ମାସ ଚାଲିଥିବା ବେଳେ ତାଙ୍କ ଛୁଆକୁ ଦେଖିବା ପାଇଁ ଫ୍ୟାନ୍ସ କରିଛନ୍ତି ଅପେକ୍ଷା । ହେଲେ ଏହା ମଧ୍ୟରେ ସୋସିଆଲ ମିଡିଆରେ ଏକ ଫୋଟ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସୋନମ ଏକ ନବଜାତ ଶିଶୁକୁ ହସ୍ପିଟାଲ ବେଡରେ ଧରିଥିବାର ନଜର ଆସିଛନ୍ତି। ଶିଶୁର ଜନ୍ମର ଆନନ୍ଦ ତାଙ୍କ ମୁହଁରେ ସ୍ପଷ୍ଟ ଦେଖାଯାଉଛି । ତେବେ ଏହି ଫଟୋର ସତ୍ୟତା କେତେ ?

SONAM

ସତରେ କ'ଣ ସୋନମ କପୁର ମା' ହୋଇଛନ୍ତି କି? ଏହି ଭାଇରାଲ୍ ଫଟୋ ଦେଖିବା ପରେ ପ୍ରଶଂସକମାନେ ଅନେକ ପ୍ରଶ୍ନ ପଚାରିବା ଆରମ୍ଭ କରିଛନ୍ତି । ହେଲେ ଏହି ଫଟୋର ବାସ୍ତବତା କିଛି ଭିନ୍ନ ।ଭାଇରାଲ ହେଉଥିବା ଅଭିନେତ୍ରୀଙ୍କର ଏହି ଫଟୋ ଏଡିଟେଡ୍ । ଛୋଟଛୁଆ ସହ ସୋନମଙ୍ଗର ଏହି ଫଟୋକୁ ଏଡିଟ୍ କରାଯାଇଛି ।ବାସ୍ତବରେ ସୋନମ କପୁର ଏପର୍ଯ୍ୟନ୍ତ ନିଜ ସନ୍ତାନକୁ ଜନ୍ମ ଦେଇନାହାଁନ୍ତି ସୋନମଙ୍କ ସହ ଦେଖାଯାଉଥିବା ଶିଶୁର ଫଟୋ ନକଲି । ଅଭିନେତ୍ରୀଙ୍କ ଏହି ଫଟୋ ଏଡିଟ୍ କରାଯାଇଛି ଆଉ ଏକ ଫଟୋ ଏଥିରେ ଯୋଗ କରାଯାଇଛି । ଏହି ଫଟୋର କୌଣସି ସତ୍ୟତା ନାହିଁ ।

ତେବେ ସୋନମ କପୁର ଆନନ୍ଦ ଅହୁଜାଙ୍କ ସହ ବିବାହ କରିବା ପରଠାରୁ ବଲିଉଡ ଇଣ୍ଡଷ୍ଟ୍ରିରେ କମ୍ ସକ୍ରିୟ ଅଛନ୍ତି । ୨୦୨୦ ରେ ଆସିଥିବା ତାଙ୍କର ଶେଷ ଚଳଚ୍ଚିତ୍ର 'AK Vs AK' ଏକ ଫ୍ଲପ୍ ଫିଲ୍ମ ବୋଲି ପ୍ରମାଣିତ ହୋଇଥିଲା । ବ୍ଲାଇଣ୍ତ ହେଉଛି ସୋନମଙ୍କ ଆଗାମୀ ଚଳଚ୍ଚିତ୍ର । ତାଙ୍କ ସହ ପୁରବ କୋହଲି ଏବଂ ବିନୟ ପଠକ ଏହି ଫିଲ୍ମରେ ନଜର ଆସିବେ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+