ସୋନମ କପୁର@ 37: ସେୟାର କଲେ ମେଟରନିଟି ଫଟୋ
ଆଜି ଅଭିନେତ୍ରୀ ସୋନମ କପୁରଙ୍କର 37 ତମ ଜନ୍ମଦିନ । ଆଜି ସୋନମଙ୍କ ପାଇଁ ଡବଲ ସେଲିବ୍ରେସନର ଦିନ । ପ୍ରଥମଟି ହେଉଛି ସେ ଖୁବ୍ ଶୀଘ୍ର ମାଆ ହେବାକୁ ଯାଉଛନ୍ତି ଏବଂ ଦ୍ୱିତୀୟଟି, ନିଜ ବେବିମୁନ୍ରୁ ଫେରିବା ପରେ ଅଭିନେତ୍ରୀ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି ।
ମୁମ୍ବାଇ: ଆଜି ଅଭିନେତ୍ରୀ ସୋନମ କପୁରଙ୍କର 37 ତମ ଜନ୍ମଦିନ । ଆଜି ସୋନମଙ୍କ ପାଇଁ ଡବଲ ସେଲିବ୍ରେସନର ଦିନ । ପ୍ରଥମଟି ହେଉଛି ସେ ଖୁବ୍ ଶୀଘ୍ର ମାଆ ହେବାକୁ ଯାଉଛନ୍ତି ଏବଂ ଦ୍ୱିତୀୟଟି, ନିଜ ବେବିମୁନ୍ରୁ ଫେରିବା ପରେ ଅଭିନେତ୍ରୀ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି ।

ନିକଟରେ ସୋନମ କପୁର ଏକ ଧଳା ସାଟିନ୍ ପୋଷାକରେ ମେଟରନିଟି ଫଟୋସୁଟ୍ କରିଥିଲେ। ସୋନମଙ୍କ ଫଟୋରେ କମେଣ୍ଟ ଦେଇ ଜଣେ ୟୁଜର ଲେଖିଛନ୍ତି ଯେ, ତୁମେ ବହୁତ ସୁନ୍ଦର ଦେଖାଯାଉଛ । ଅନ୍ୟ ଜଣେ ୟୁଜର ଲେଖିଛନ୍ତି, 'ଏହି ଫଟୋ ବାସ୍ତବରେ ଖୁବ ସୁନ୍ଦର। ପୂର୍ବରୁ ସୋନମ ବେବିମୁନର ଏକ ଭିଡିଓ ସେୟାର କରିଛନ୍ତି । ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଥିଲେ ।

ପରିବାର
ସୋନମ ମୁମ୍ବାଇରେ 1985 ଜୁନ 9 ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ମାଆ ସୁନୀତା ଜଣେ ମଡେଲ ଥିବା ବେଳେ ପିତା ଅନୀଲ କପୁର ଜଣେ ଅଭିନେତା ଏବଂ ପ୍ରଯୋଜକ । ପିଲାଟି ଦିନରୁ କଳା ପରିବାର ଭିତରେ ରହିବା ପରେ ତାଙ୍କର ମଧ୍ୟ ଅଭିନୟ ପ୍ରତି ଆଗ୍ରହ ଥିଲା । ପାଠପଢା ପରେ ସେ 2007 ମସିହାରେ ବଲିଉଡରେ ଡେବ୍ୟୁ କରିଥିଲେ । ଫିଲ୍ମ ସାୱରିଆଁରୁ ସେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ଏହାପରେ ବଲିଉଡର ଜଣେ ଲୋକପ୍ରିୟ ଅଭିନେତ୍ରୀ ହୋଇଛନ୍ତି ସୋନମ ।
ସେ 2018 ମସିହାରେ ଆନନ୍ଦ ଆହୁଜାଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବର୍ତ୍ତମାନ ସୋନମ ମାଆ ହେବାକୁ ଯାଉଛନ୍ତି । ଉଭୟ ପତି-ପତ୍ନୀ ଖୁବ ଖୁସି ଅଛନ୍ତି । ସୋସିଆଲ ମିଡିଆରେ ନିଜର ମେଟରନିଟି ଫଟୋସୁଟ ପରେ ଫଟୋ ସେୟାର ମଧ୍ୟ କରିଛନ୍ତି ବଲିଉଡ ସୁନ୍ଦରୀ ସୋନମ ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications