ହିନ୍ଦୁ ନା ମୁସଲିମ୍, କେଉଁ ରିତିନୀତିରେ ବିବାହ କରିବେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା

Sonakshi Sinha Zaheer Iqbal Wedding: ଦୀର୍ଘ ଦିନ ହେବ ଚର୍ଚ୍ଚାରେ ନିଜ ବିବାହ ଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି ସୋନାକ୍ଷୀ ସିହ୍ନା । ସୂଚନା ରହିଛି ଯେ, ସେ ଚଳିତ ମାସ ଅର୍ଥାତ୍ ଜୁନ୍ ୨୩ ତାରିଖରେ ନିଜ ପ୍ରେମିକଙ୍କୁ ବିବାହ କରିବାକୁ ଯାଉଛନ୍ତି । ହେଲେ ଏହି ବିବାହକୁ ନେଇ ଉଭୟଙ୍କ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ଘୋଷଣା କରାଯାଇ ନାହିଁ । ହେଲେ ସେମାନଙ୍କ ବିବାହ ବିଷୟରେ ଆଲୋଚନା ଜୋର ଧରିଛି । ବର୍ତ୍ତମାନ ସୋନାକ୍ଷୀ ଏବଂ ଜହିରଙ୍କ ବିବାହକୁ ନେଇ ଏକ ନୂଆ ଅପଡେଟ୍ ରହିଛି ।

ପୂର୍ବରୁ ସୋନାକ୍ଷୀଙ୍କ ବିବାହ ବିଷୟରେ ଖବର ଆସିଥିଲା ​​ଯେ ତାଙ୍କ ବିବାହରେ ଖୁବ୍ କମ ଲୋକ ଯୋଗ ଦେବେ । ଉଭୟ ମୁମ୍ବାଇରେ ବିବାହ କରିବେ ଏବଂ କିଛି ନିକଟ ସମ୍ପର୍କୀୟ ଏବଂ ପରିବାର ସଦସ୍ୟ ଏଥିରେ ଯୋଗଦେବେ । ବର୍ତ୍ତମାନ ସୋନାକ୍ଷୀଙ୍କ ଜଣେ ଘନିଷ୍ଠ ବନ୍ଧୁ କହିଛନ୍ତି ଯେ, ସୋନାକ୍ଷୀ ପ୍ରଥମେ ଜହିରଙ୍କ ସହିତ ତାଙ୍କ ବିବାହ ପଞ୍ଜିକରଣ କରିବେ ।

Sonakshi Sinha

ଏହା ପରେ 23 ଜୁନ୍ ରେ ଏକ ରିସେପ୍ସନ୍ ପାର୍ଟୀ ଦେବେ । ଏହି ପାର୍ଟୀରେ ସୋନାକ୍ଷୀଙ୍କ ପରିବାର ସଦସ୍ୟ ଏବଂ ସାଙ୍ଗମାନେ ଯୋଗଦେବା ନେଇ ଖବର ରହିଛି । ସୋନାକ୍ଷୀଙ୍କ ବନ୍ଧୁ ଆହୁରି କହିଛନ୍ତି ଯେ, ସେମାନେ ବିବାହକୁ ପଞ୍ଜୀକୃତ କରିସାରିଛନ୍ତି କିମ୍ବା 23 ଜୁନ୍ ସକାଳେ ଏହା କରିପାରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+