Singham Again Review: ଅଜୟ ଦେବଗନ'ଙ୍କ ଫିଲ୍ମର କ୍ରେଜ୍, ସଲମାନଙ୍କ ଏଣ୍ଟ୍ରୀ କଲା ଧମାଲ୍
Singham Again Review: ଅଜୟ ଦେବଗନ, କରୀନା କପୁର ଖାନ, ରଣଭୀର ସିଂ, ଅକ୍ଷୟ କୁମାର, ଦୀପିକା ପାଦୁକୋଣ, ଟାଇଗର ଶ୍ରଫ, ଅର୍ଜୁନ କପୁରଙ୍କ ଷ୍ଟାରର ଫିଲ୍ମ 'ସିଂଘମ ଏଗେନ୍' ରିଲିଜ୍ ହୋଇଯାଇଛି । ଏହି ଫିଲ୍ମକୁ ରେଟିଙ୍ଗ୍ 4 ମିଳିିଛି ।

ରୋହିତ ଶେଟ୍ଟୀ ନିଜ ପୋଲିସ୍ ଫୋର୍ସ ସହ ଏହା ହେଉଛି ତୃତୀୟ ଭାଗ ଚଳଚ୍ଚିତ୍ର । ଏହି ଫିଲ୍ମରେ ବଲିଉଡର ବହୁ ବଡ଼ ଷ୍ଟାରଙ୍କୁ ଏକାଠି ଦେଖିବା ପାଇଁ ମିଳୁଛି । ଫିଲ୍ମରେ ଜବରଦସ୍ତ ଆକ୍ସନ ଲୋକଙ୍କ ମନ ଜିଣିବାରେ ସଫଳ ହୋଇଛି । ରୋହିତ ଶେଟ୍ଟୀ ଏହି ଫିଲ୍ମରେ ଆକ୍ସନ ଷ୍ଟାଇଲ୍କୁ ଏକ ଭିନ୍ନ ସ୍ତରକୁ ନେଇଛନ୍ତି ।
ଏହି ଚଳଚ୍ଚିତ୍ରର କାହାଣୀ ଡିସିପି ବାଜିରାଓ ସିଙ୍ଘମଙ୍କ (ଅଜୟ ଦେବଗନ୍) । ଯିଏ ନିଜ ପତ୍ନୀ ଅବନୀ (କରୀନା କପୁର ଖାନ) କୁ ନିର୍ଦ୍ଦୟ ଆତଙ୍କବାଦୀ କବଳରୁ ରକ୍ଷା କରିବା ପାଇଁ ଏକ ମିଶିନ ଆରମ୍ଭ କରିଛନ୍ତି । ଏହି ଫିଲ୍ମରେ କେବଳ ଆକ୍ସନ୍ ନୁହେଁ ବରଂ ଏକ ସାଂସ୍କୃତିକ ଅନୁଭୂତି ମଧ୍ୟ ଦେବ । ଏହି ଫିଲ୍ମରେ ସମସ୍ତ କଳାକାର ନିଜ ବେଷ୍ଟ ଦେବା ପାଇଁ ଚେଷ୍ଟା କରିଛନ୍ତି ।
ଦୀପିକା ପାଦୁକୋଣ, ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫ ମଧ୍ୟ ନିଜ ନିଜ ଭୂମିକାରେ ଭଲ କାମ କରିଛନ୍ତି। ସଲମାନ ଖାନଙ୍କ ଏଣ୍ଟ୍ରୀକୁ ଚର୍ଚ୍ଚାରେ ରହିଛି ଦର୍ଶକମାନେ ତାଙ୍କ ଏଣ୍ଟ୍ରୀକୁ ଖୁବ୍ ପସନ୍ଦ କରୁଛନ୍ତି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ










Click it and Unblock the Notifications