Get Updates
Get notified of breaking news, exclusive insights, and must-see stories!

ସିଂଘମ ଏଗେନ୍ ଏବଂ 'Bhool Bhulaiyaa 3'ଏହି ଓଟିଟି ପ୍ଲାଟଫର୍ମରେ ହେବ ରିଲିଜ୍

OTT Release: ଦୀପାବଳି ଅବସରରେ 'Bhool Bhulaiyaa 3'ଏବଂ ସିଂଘମ ଏଗେନ୍ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଉଭୟ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ଚହଳ ସୃଷ୍ଟି କରିଥିଲା । ଉଭୟ ଚଳଚ୍ଚିତ୍ର ବକ୍ସ ଅଫିସରେ ଭଲ ରୋଜଗାର କରିଥିଲା । ହେଲେ ଧିରେ ଧିରେ ସିଂଘମ ଏଗେନ୍ କ୍ରେଜ୍ କମିବାରେ ଲାଗିଥିଲା ହେଲେ 'Bhool Bhulaiyaa 3'କୁ ନେଇ ଆଜିବି ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବା ପାଇଁ ମିଳୁଛି ।

ଅଧିକାଂଶ ଲୋକ ଏହି ଚଳଚ୍ଚିତ୍ରଗୁଡ଼ିକୁ ପ୍ରେକ୍ଷାଳୟରେ ଦେଖିଥିଲେ । ହେଲେ କିଛି ଲୋକ ଏହି ସିନେମାର ଓଟିଟି ରିଲିଜକୁ ଅପେକ୍ଷା କରିଛନ୍ତି । ଯଦି ଆପଣ ମଧ୍ୟ ସେହି ଲୋକମାନଙ୍କ ମଧ୍ୟରୁ ଜଣେ, ତେବେ ଚାଲନ୍ତୁ ଜାଣି କେଉଁ ଫିଲ୍ମ ପ୍ରଥମେ OTT ପ୍ଲାଟଫର୍ମରେ ହେବ ରିଲିଜ୍ ।

ଚଳଚ୍ଚିତ୍ର ନିର୍ମାତା ଏପର୍ଯ୍ୟନ୍ତ ଉଭୟ ଚଳଚ୍ଚିତ୍ରର ରିଲିଜ୍ ତାରିଖ ଘୋଷଣା କରିନାହାଁନ୍ତି କିମ୍ବା ଏହାର OTT ପ୍ଲାଟଫର୍ମ ବିଷୟରେ ମଧ୍ୟ ସୂଚନା ଦେଇ ନାହାଁନ୍ତି । ହେଲେ କିଛି ଗଣମାଧ୍ୟମରି ଖବର ପ୍ରକାଶ ପାଇଛି ଯେ 'Bhool Bhulaiyaa 3' ନେଟଫ୍ଲିକ୍ସରେ ମୁକ୍ତିଲାଭ କରିପାରେ ।

Bhool Bhulaiyaa 3


ଅଜୟ ଦେବଗାନଙ୍କ ସିଂଘମ ଏଗେନ୍ ପାର୍ଟ ୱାନ୍ ଯାହା 2011 ରେ ଆସିଥିବା ଏହା ଆମାଜନ ପ୍ରାଇମରେ ମୁକ୍ତିଲାଭ କରିଥିଲା, ପରେ ଏହାର ସିକ୍ୱେଲ ଜିଓ ସିନେମାରେ ମୁକ୍ତିଲାଭ କରିଥିଲା । ବର୍ତ୍ତମାନ ସିଂଘମ ଏଗେନ୍ ପ୍ରାଇମରେ ରିଲିଜ୍ ହୋଇପାରେ । ଯାହା ପରେ ଏହି ଫିଲ୍ମ ପ୍ରାଇମ ଭିଡିଓରେ ରିଲିଜ ହେବ ବୋଲି ଅନୁମାନ କରାଯାଉଛି। ହେଲେ ଏପର୍ଯ୍ୟନ୍ତ ନିର୍ମାତାଙ୍କ ମଧ୍ୟରୁ କୌଣସି ସୂଚନା ଜାରି କରାଯାଇ ନାହିଁ ।

ଉଭୟ ଚଳଚ୍ଚିତ୍ର ସିଂଘମ ଏଗେନ ଏବଂ 'Bhool Bhulaiyaa 3' ଜାନୁୟାରୀ 2025 ରେ OTT'ରେ ରିଲିଜ୍ ହେବ । ତେବେ କେଉଁ ଫିଲ୍ମ ପ୍ରଥମେ ରିଲିଜ୍ ହେବ ତାହା ବକ୍ସ ଅଫିସରେ ଏହାର ସଫଳତା ଉପରେ ନିର୍ଭର କରେ ।ଯାହାର ଆୟ କମ୍ ରହିଥିବ ଉକ୍ତ ଫିଲ୍ମ ପ୍ରଥମେ ଓଟିଟିରେ ରିଲିଜ୍ ହେବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+