Get Updates
Get notified of breaking news, exclusive insights, and must-see stories!

Yodha'ଟିଜର ରିଲିଜ୍, ଦମଦାର ଅନ୍ଦାଜରେ ନଜର ଆସିଲେ ସିଦ୍ଧାର୍ଥ

Yodha Teaser: ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'Yodha'କୁ ନେଇ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଦୀର୍ଘ ଦିନ ହେବ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଦୁବାଇରେ 13 ହଜାର ଫୁଟ ଉଚ୍ଚରୁ ଫିଲ୍ମର ପୋଷ୍ଟର ଲଞ୍ଚ କରାଯାଇଥିଲା। ବର୍ତ୍ତମାନ ନିର୍ମାତାମାନେ ଏକ ଦମଦାର ଆକ୍ସନ୍ ପ୍ୟାକେଜରେ ଭରପୁର୍ ଫିଲ୍ମର ଟିଜର ରିଲିଜ୍ କରିଛନ୍ତି । ଫିଲ୍ମକ ଟିଜର୍ ସିନେ ପ୍ରେମୀଙ୍କୁ ଖୁବ୍ ଆକୃଷ୍ଟ କରୁଛି ।

ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏହି ଟିଜରକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ଏବଂ କ୍ୟାପସନରେ ଲେଖିଛନ୍ତି, 'ଆପଣ ସମସ୍ତେ ଏହି ଜବରଦସ୍ତ -ଆକ୍ସନ ଫିଲ୍ମ ଦେଖିବା ପ୍ରସ୍ତୁତ ହୋଇଯାଆନ୍ତୁ ।

Sidharth Malhotra

ଟିଜର ବିଷୟରେ ଆଲୋଚନ କଲେ ଏଥିରେ ଆକ୍ସନ ମୋଡରେ ନଜର ଆସୁଛନ୍ତି ସିଦ୍ଧାର୍ଥ । ହାତରେ ବନ୍ଧୁକ ଧରି ସିଦ୍ଧାର୍ଥ ଆତଙ୍କବାଦୀଙ୍କ ସହ ଲଢେଇ କରୁଥିବାର ନଜର ଆସୁଛନ୍ତି । ଏହି ଫିଲ୍ମରେ ସେ ଜଣେ ସେନା ଅଧିକାରୀଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି, ସେ ନିଜ ଟାର୍ଗେଟ୍ ପୂରଣ କରିବା ପାଇଁ କିଠିନ୍ ପରିଶ୍ରମ କରୁଥିବାର ନଜର ଆସୁଛନ୍ତି । ପ୍ରଶଂସକମାନେ ତାଙ୍କର ଦମଦାର ଅବତାରକୁ ବେଶ୍ ପସନ୍ଦ କରୁଛନ୍ତି । ଏହି ଟିଜରକୁ ଫ୍ୟାନ୍ସଙ୍କଠୁ ଭଲ ପ୍ରତିକ୍ରିୟା ମିଳୁଥିବାର ଦେଖିବା ପାଇଁ ମିଳୁଛି ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଏହି ଚଳଚ୍ଚିତ୍ରରେ ଜଣେ ଯୋଦ୍ଧାଙ୍କର କାହାଣୀ ଦେଖିବା ପାଇଁ ମିଳିବ । ଯିଏ ବିମାନ ଅପହରଣ କରିଥିବା ଆତଙ୍କବାଦୀ ସହ ଲଢେଇ କରି ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ନିଜ ଦେଶକୁ ଫେରାଇ ଆଣିବାରେ ସଫଳ ହୋଇଛନ୍ତି । ସିଦ୍ଧାର୍ଥ ମଲହୋତ୍ରା ଏହି ଯୋଦ୍ଧା ଅର୍ଥାତ୍ ଜଣେ ଯବାନ ଭୂମିକାରେ ନଜର ଆସିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+