ବିବାହ ପରେ କିଆରଙ୍କ ପାଦ ଛୁଇଁ ସମ୍ମାନ ଜଣାଇଲେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା
ଜାଣନ୍ତୁ ବିବାହ ପରେ କ'ଣ ପାଇଁ କିଆରାଙ୍କ ପାଦ ଛୁଇଁ ପ୍ରଣାମ କଲେ ଅଭିନେତା ସିଦ୍ଧାର୍ଥ ।

ବର୍ତ୍ତମାନ, କିଆରା ଆଡଭାନୀଙ୍କ ବ୍ରାଇଡାଲ୍ ଲୁକର ଚର୍ଚ୍ଚା ଜୋର୍ । ପୂର୍ବରୁ ସିନେମାର ପରଦାରେ ତାଙ୍କୁ ଅନେକ ଥର ବୋହୂ ସାଜିଥିବାର ଦେଖିବା ପାଇଁ ମିଳିଥିଲା । ହେଲେ ଏବେ ସେ ରିଲ୍ ନୁହେଁ ବରଂ ରିୟଲ ଲାଇଫରେ ସାଜିଛନ୍ତି ସିଦ୍ଧାର୍ଥଙ୍କ ଜୀବନସାଥୀ ।
ସିଦ୍ଧାର୍ଥ ଛୁଇଁଲେ କିଆରାଙ୍କ ପାଦ!
ରିପୋର୍ଟ ଅନୁଯାୟୀ, ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀ ବିବାହ ପରେ ପରସ୍ପରର ପାଦ ଛୁଇଁଛନ୍ତି । ବାସ୍ତବରେ ଅଭିନେତା ସିଡ୍ ଉଭୟଙ୍କ ମଧ୍ୟରେ ସମାନତା ଦେଖାଇବା ପାଇଁ କିଆରାଙ୍କ ପାଦ ଛୁଇଁଥିଲେ । ଯାହା ସିଦ୍ଧାର୍ଥ ଏବଂ କିଆରା ପ୍ରତ୍ୟେକ କ୍ଷେତ୍ରରେ ସମାନ ବୋଲି ଦର୍ଶାଇବାକୁ ଯଥେଷ୍ଟ । ସିଦ୍ଧାର୍ଥ ମଲହୋତ୍ରା ନିଜ ପତ୍ନୀ କିଆରାଙ୍କୁ ଦେଇଥିବା ଏହି ସମ୍ମାନ ଅନେକ ଫ୍ୟାନ୍ସଙ୍କର ମନ ଜିଣିଛି । ସୋସିଆଲ ମିଡିଆରେ ତାଙ୍କର ଖୁବ ପ୍ରଶଂସା କରାଯାଉଛି ।
ବିବାହ ସମୟରେ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ଯୋଡି ବହୁତ ସୁନ୍ଦର ଦେଖାଯାଉଥିଲା । ସୋସିଆଲ ମିଡିଆରେ ଉଭୟଙ୍କର ବିବାହ ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି । ଶୁଭେଚ୍ଛାର ବର୍ଷା ମଧ୍ୟ ହେଉଛି । ଏହାରି ମଧ୍ୟରେ ସିଦ୍ଧାର୍ଥ ନିଜ ପତ୍ନୀ କିଆରାଙ୍କ ସହ ପହଁଚି ସାରିଛନ୍ତି ନିଜ ସହର ଦିଲ୍ଲୀରେ । ଯେଉଁଠି ଏକ ପରିବାର ସଦସ୍ୟଙ୍କ ପାଇଁ ଏକ ଗ୍ରାଣ୍ତ ରିସେପସନର ଆୟୋଜନ କରାଯିବ । ଏହା ପରେ ମୁମ୍ବାଇରେ ମଧ୍ୟ ବି-ଟାଉନ୍ ସେଲିବ୍ରିଟିଙ୍କ ପାଇଁ ଏକ ଖାସ୍ ପାର୍ଟିର ଆୟୋଜନ କରାଯିବାର ସୂଚନା ରହିଛି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications