ପୁଣି ବିବାଦରେ ବଲିଉଡ ସେଲିବ୍ରିଟି: ଜାଣନ୍ତୁ ରଣବରୀ କପୁରଙ୍କ ପରେ କାହାକୁ ନୋଟିସ୍ ପଠାଇଲା ଇଡି

Mahadev Betting App: ପୁଣି ବିବାଦରେ ବଲିଉଡ ସେଲିବ୍ରିଟି । ଠକ୍ ସଂସ୍ଥା ମହାଦେବ ବେଟିଂ ଆପ୍ ପାଇଁ ପ୍ରଚାର କରି ଫସିଲେ ତାରକା । ଏହି ମାମଲାରେ ଏବେ ଅନେକ ସେଲିବ୍ରିଟିଙ୍କ ନାଁ ପ୍ରକାଶ ପାଉଛି । ସମସ୍ତଙ୍କୁ ଭିନ୍ନ ଭିନ୍ନ ତାରିଖ ଦେଇ ଏହି ମାମଲାରେ ପଚରାଉଚରା କରିବାକୁ ଇଡି ନୋଟିସ୍ ପଠାଇଛି । ବର୍ତ୍ତମାନ ଏହି ମାମଲାରେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ ସମନ ପଠାଇଲା ଇଡି ।

Mahadev Betting App

ତେବେ କେବଳ ଶ୍ରଦ୍ଧା କପୁର ନୁହଁନ୍ତି କମେଡି କିଙ୍ଗ୍ କପିଲ ଶର୍ମା, ଅଭିନେତ୍ରୀ ହୁମା କୁରେଶି ଏବଂ ହିନା ଖାନଙ୍କୁ ମଧ୍ୟ ଇଡି ନୋଟିସ୍ ଜାରି କରିଛି । ମହାଦେବ ବେଟିଂ ମାମଲାରେ ପଚରାଉଚରା କରିବା ପାଇଁ ଏହି ବିଟାଉ ସେଲିବ୍ରିଟିଙ୍କୁ ଡାକରା ପରେ ମାୟାନଗରୀରେ ଚହଳ ସୃଷ୍ଟି ହୋଇଛି । ତେବେ ଏମାନଙ୍କର ଭୂମିକା କ'ଣ, କିପରି ଏହି ଠକ୍ ସଂସ୍ଥା ସହିତ ଜଡିତ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+