Get Updates
Get notified of breaking news, exclusive insights, and must-see stories!

ଚଳିତ ବର୍ଷ 'ଖତରୋଁ କେ ଖିଲାଡି'ରେ ନଜର ଏସିବେ ଏହି ବିଗ୍ ବସ ପ୍ରତିଯୋଗୀ

ମୁମ୍ବାଇ:ଶିବ ଠାକଙ୍କୁ 'ଖତରୋଁ କେ ଖିଲାଡି' ସିଜନ୍ ୧୩ର ପ୍ରଥମ ପ୍ରତିଯୋଗୀ ଭାବେ ନିଶ୍ଚିତ କରାଯାଇଥିଲା । ବିଗ୍ ବସ' ଫେମ୍ ଶିବ୍ ଏହି ଶୋ'ର ହାଇଏଷ୍ଟ ପେଡ୍ ଅଭିନେତା ବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ହେଲେ ରୋହିତ ଶେଟ୍ଟୀଙ୍କ ଶୋ'ରେ ଶିବଙ୍କ ଫି କେତେ ହେବ? ତାହା ଏହେ ପ୍ରକାଶ କରାଯାଇ ନାହିଁ ।

ଶୋ 'ଖତରୋଁ କେ ଖିଲାଡି' ପାଇଁ ଶିବ ଠାକରେ ପ୍ରସ୍ତୁତ ହୋଇଛନ୍ତି ବୋଲି ଅଭିନେତା ନିଜେ ସୂଚନା ଦେଇଛନ୍ତି । ଏପରିକି ପାଣିକୁ ଡରୁଥିବା ଶିବ୍ ଏବେ ସ୍ୱିମିଂ ଶିଖୁଛନ୍ତି ବୋଲି ସେ ନିଜ କହିଛନ୍ତି । ଏପରି ସ୍ଥିତିରେ ରୋହିତ ଶେଟ୍ଟୀଙ୍କ ଶୋ'ରେ ଗୋଟେ ଏପିସୋଡ୍ ପାଇଁ ଶିବ ଲକ୍ଷ ଲକ୍ଷ ଟଙ୍କା ଡିମାଣ୍ତ କରୁଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

Khatro Ke Khiladi 13

Siasat.com ର ରିପୋର୍ଟ ଅନୁଯାୟୀ, ଶିବ ପର୍ ଏପିସୋଡ୍ ହିସାବରେ ୫ରୁ ୮ ଲକ୍ଷ ଟଙ୍କା ଡିମାଣ୍ତ କରୁଛନ୍ତି । ଯଦି ଏହି ରିପୋର୍ଟରେ ସତ୍ୟତା ଥାଏ ତେବେ ଅଭିନେତା ପ୍ରତି ସପ୍ତାହରେ ଶୋରୁ ୧୦ ରୁ ୧୬ ଲକ୍ଷ ଟଙ୍କାର ରୋଜଗାର କରିବେ ।

ସେହିପରି 'ଖତରୋଁ କେ ଖିଲାଡି'ରେ ଆହୁରି ଏନେକ ଟେଲି କଳାକାର ଯୋଗ ଦେବେ । ଯେଉଁଥିରୁ ଆଉ ଦୁଇଟି ଟିଭି ସେଲିବ୍ରିଟିଙ୍କ ନାମ ଚୂଡାନ୍ତ ହୋଇଛି । କୁଣ୍ଡଲି ଭ୍ୟାଗର ଅଭିନେତ୍ରୀ ଅଞ୍ଜୁମ୍ ଫକିହ ଏବଂ ରୁହି ଚତୁରର୍ବେଦୀଙ୍କୁ ବିପଜ୍ଜନକ ଷ୍ଟଣ୍ଟ୍ ପ୍ରଦର୍ଶନ କରୁଥିରବା ଦେଖିବାକୁ ମିଳିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+