Get Updates
Get notified of breaking news, exclusive insights, and must-see stories!

ଶିଳ୍ପା ଶେଟ୍ଟୀଙ୍କ ଦାମୀ ଭ୍ୟାନ୍ ,ଦେଖନ୍ତୁ ଭ୍ୟାନିଟି ଭ୍ୟାନ୍‌ରେ କ'ଣ ସବୁ ସୁବିଧା ରହିଛି

Shilpa Shetty's expensive van, see what all the benefits are in the vanity van.ଶିଳ୍ପା ଶେଟ୍ଟୀଙ୍କ ଦାମୀ ଭ୍ୟାନ୍ ,ଦେଖନ୍ତୁ ଭ୍ୟାନିଟି ଭ୍ୟାନ୍‌ରେ କ'ଣ ସବୁ ସୁବିଧା ରହିଛି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ନିଜ ଅଭିନୟ ଫିଟନେସ୍ ସହ ବିଳାସପୂର୍ଣ୍ଣ ଲାଇଫ୍‌ ଷ୍ଟାଇଲ୍‌ ପାଇଁ ବେଶ୍ ଚର୍ଚ୍ଚାରେ ରହିଥାନ୍ତି ।ସୋସିଆଲ ମିଡିଆରେ ଆକ୍ଟିଭ୍ ରହୁଥିବା ଶିଳ୍ପା ପ୍ରତ୍ୟକ ଦିନ ଫ୍ୟାନ୍ସଙ୍କ ସହ ନିଜ ଜୀବନ ଅନେକ ଛୋଟ ବଡ଼ କଥା ସେୟାର କରନ୍ତି ।ପ୍ରତ୍ୟତ ଅବଡେଟ୍ ମଧ୍ୟ ସେ ନିଜ ପ୍ରଶଂସକଙ୍କୁ ଦିଅନ୍ତି । କିଛି ଦିନ ପୂର୍ବରୁ ଅର୍ଥାତ୍ ନିଜ ଜନ୍ମଦିନରେ ଶୁଳ୍ପା ନିଜକୁ ଏକ ଦାମି ବିଳାସପୂର୍ଣ୍ଣ ଭ୍ୟାନିଟି ଭ୍ୟାନ୍ ଉପହାର ଦେଇଥିଲେ। ଯାହା ବିଷୟରେ ଅନେକ ଦିନ ପର୍ଯ୍ୟନ୍ତ ଆଲୋଚନା ଲାଗିରହିଥିଲା । ପ୍ରଶଂସକମାନେ ଶିଳ୍ପାଙ୍କ ଭ୍ୟାନିଟି ଭ୍ୟାନକୁ ଦେଖିବା ପାଇଁ ଚାହୁଁଥିଲେ ଏହା ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଶିଳ୍ପାଙ୍କ ଭ୍ୟାମ୍ ଭିତରର ଫଟୋ ଓ ଭିଡିଓ ।ଯାହା ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

@ motohom.caravans ନିଜ ଇନଷ୍ଟାଗ୍ରାମରେ ଶିଳ୍ପାଙ୍କର ଏହି ଦାମି ଭ୍ୟାନର ଭିଡିଓ ସେୟାର କରିଛି ।ଯେଉଁଥିରେ ଶିଳ୍ପାଙ୍କ ଭ୍ୟାନିଟି ଭ୍ୟାଗ ଭିତର ପ୍ରତ୍ୟକ ସ୍ଥାନ ଦେଖିବା ପାଇଁ ମିଳୁଛି ।ଶିଳ୍ପାଙ୍କ ପାଇଁ ଏଥିରେ ସବୁ ପ୍ରକାରର ବ୍ୟବସ୍ତା କରାଯାଇଛି । ପ୍ରାଇଭେଟ୍‌ ଚାମ୍ବର ,ରୋଷେଇ ଘର, ମିଟିଂ ରୁମ୍ ,ୱାଶରୁମ୍, ସହ ଯୋଗ ଡେକ୍ ମଧ୍ୟ ରହିଛି । ଶିଳ୍ପାଙ୍କର ଏହି ବିଳାସପୂର୍ଣ୍ଣ ଭ୍ୟାନିଟି ବ୍ୟାଗକୁ ନେଇ ଚର୍ଚ୍ଚା ଜୋରଧରିଛି ।'

SHILPA

ଆଜିକାଲି ଶିଳ୍ପା OTT ଡେବ୍ୟୁ ପାଇଁ ପ୍ରସ୍ତୁତ ହେଉଛନ୍ତି । ରୋହିତ ସେଟ୍ଟିଙ୍କ କପ ୟୁନିଭର୍ସ ସିରିଜ ଭାରତୀୟ ପୋଲିସ ଫୋର୍ସରେ ଶିଳ୍ପା ସେଟ୍ଟି ନଜର ଆସିବେ ।ଏଥିରେ ଶିଳ୍ପାଙ୍କ ସହ ସିଦ୍ଧାର୍ଥ ମଲହୋତ୍ରା ମଧ୍ୟ ନଜର ଆସିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+