ସୋଶାଲ ମିଡିଆରୁ ବ୍ରେକ ନେଲେ ଶିଳ୍ପା ସେଟ୍ଟୀ
ସୋଶାଲ ମିଡିଆରୁ ବ୍ରେକ ନେବେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ । ଗୁରୁବାର ସେ ଇନଷ୍ଟାଗ୍ରାମ ପୋଷ୍ଟରେ ପ୍ରଶଂସକମାନଙ୍କୁ ଏନେଇ ସୂଚନା ଦେଇଛନ୍ତି।
ମୁମ୍ବାଇ: ସୋଶାଲ ମିଡିଆରୁ ବ୍ରେକ ନେବେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ । ଗୁରୁବାର ସେ ଇନଷ୍ଟାଗ୍ରାମ ପୋଷ୍ଟରେ ପ୍ରଶଂସକମାନଙ୍କୁ ଏନେଇ ସୂଚନା ଦେଇଛନ୍ତି। ଶିଳ୍ପା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ କରି ଲେଖିଛନ୍ତି: ସୋଶାଲ ମିଡିଆରେ ଏବେ କିଛି ନୂଆ ନାହିଁ, ସେହି ସମାନ ଜିନିଷ, ଦେଖି ବିରକ୍ତ ଲାଗୁଛି , ତେଣୁ କିଛି ନୂଆ ନଆସିବା ପର୍ଯ୍ୟନ୍ତ ମୁଁ ସୋଶାଲ ମିଡିଆକୁ ବ୍ୟାକ କରିବି ନାହିଁ ।

ତେବେ ନିକଟରେ ଶିଳ୍ପା ଓଟିଟି ଡେବ୍ୟୁ କରିଛନ୍ତି । ରୋହିତ ସେଟ୍ଟୀ ନିର୍ଦ୍ଦେଶିତ ଆକ୍ସନ୍ ସିରିଜରେ ନଜର ଆସିବେ ଶିଳ୍ପା । ଏହାର ଷ୍ଟ୍ରିମିଂ ପ୍ରାଇମ୍ ଭିଡିଓରେ ହେଉଛି । ନିର୍ଦ୍ଦେଶକଙ୍କ କହିବା ଅନୁସାରେ, ଭାରତୀୟ ପୋଲିସ ଫୋର୍ସ ସମଗ୍ର ଦେଶରେ ପୋଲିସ ଅଧିକାରୀଙ୍କ ନିଃସ୍ୱାର୍ଥପର ସେବାକୁ ଏହି ଚଳଚ୍ଚିତ୍ର ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି । ସୋଶାଲ ମିଡିଆରେ ସୁଟିଂ ସେଟର ବନ୍ଧୁକ ଧରିଥିବାର ଶିଳ୍ପାଙ୍କର ଏକ ଫଟୋ ସେୟାର କରିଛନ୍ତି ରୋହିତ ।
ଏହି ଇଣ୍ଡିଆନ ପୋଲିସ ଫୋର୍ସ ଆକ୍ସନ ସିରିଜର 8ଟି ଏପିସୋଡ ରହିଛି। ଏହାର ସୁଟିଂ ବର୍ତ୍ତମାନ ମୁମ୍ବାଇରେ ଚାଲିଛି । ଶୋ ଆସନ୍ତା ବର୍ଷ ମୁକ୍ତିଲାଭ କରିବା ନେଇ ସମ୍ଭାବନା ରହିଛି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications