ଶନାୟ କପୁରଙ୍କ 'ଟପ୍ ଲେସ୍' ଫଟୋ, ସୋସିଆଲ ମିଡିଆରେ ସୃଷ୍ଟି କଲା ଚହଳ
ଶନାୟ କପୁରଙ୍କ 'ଟପ୍ ଲେସ୍' ଫଟୋ, ସୋସିଆଲ ମିଡିଆରେ ସୃଷ୍ଟି କଲା ଚହଳ
ମୁମ୍ବାଇ: ସୋସିଆଲ ମିଡିଆର ଚହଳ ସୃଷ୍ଟି କଲା ସଂଜୟ କପୁରଙ୍କ ଝିଅ ଶନାୟା କପୁରଙ୍କ ଟପ୍ ଲେସ୍ ଫଟୋ । ବଲିଉଡରେ ଡେବ୍ୟୁ କରିବା ପାଇଁ ଯାଉଥିବା ଶନାୟା କପୁର ଇନଷ୍ଟାରେ ନିଜର କିଛି ଡେନିମ୍ ଲୁକ୍ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଅଭିନେତ୍ରୀ ବ୍ୟାଗୀ ଜିନ୍ସ ଏବଂ ଜ୍ୟାକେଟ୍ ପିନ୍ଧିଥିବାର ନଜର ଆସିଛନ୍ତି । ଏହି ଟପଲେସ୍ ଫଟୋରେ ଶନାୟା କପୁର ନିଜ ଜ୍ୟାକେଟ୍ ସହିତ ବେଶ୍ ଅଟ୍ରାକ୍ଟିଭ୍ ଲୁକରେ ନଜର ଆସୁଛନ୍ତି । ଏହି ଫଟୋ ସେୟାର କରି ଶନାୟ କପୁର କ୍ୟାପସନରେ ଲେଖିଛନ୍ତି - Supp ...

Ballinciaga ବ୍ରାଣ୍ତର ଜ୍ୟାକେଟ ପିନ୍ଧି ନିଜର ହଟ ଷ୍ଟାଇଲ ଦେଖାଇଛନ୍ତି ସଞ୍ଜୟଙ୍କ ଲାଡଲି । ଶାଶା ଜୟରାମ ଶନାୟାଙ୍କୁ ଏହି କୁଲ୍ ଲୁକ୍ ଦେଇଛନ୍ତି । ପ୍ରଶଂସକମାନେ ଲଗାତାର ଶନାୟା କପୁରଙ୍କ ଏହି ଚିତ୍ରଗୁଡ଼ିକ ଉପରେ ଲାଇକ୍ ଏବଂ କମେଣ୍ଟ ଦେଉଛନ୍ତି । ସେହିପରି ବଲିଉଡର ଅନେକ ତାରକାମାନେ ମଧ୍ୟ ଶନାୟାଙ୍କ ଏହି ଲୁକକୁ ନେଇ ପ୍ରତିକ୍ରିୟା ଦେଉଥିବାର ଦେଖିବା ପାଇଁ ମିଳୁଛି ।
ଶନାୟାଙ୍କ ଭଉଣୀ ଖୁସୀ କପୁର ତାଙ୍କ ଏହି ଫୋଟରେ କମେଣ୍ଟ ଦେଇ ଲେଖିଛନ୍ତି ସେକ୍ସି... ସେହିପରି ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଶନାୟଙ୍କର ଏହି ଫଟୋରେ କମେଣ୍ଟ ଦେଇଛନ୍ତି -ଅପେକ୍ଷାର ଫଳ ମିଠା... ମା ମହେପ କପୁର ମଧ୍ୟ ଝିଅ ଶନାୟଙ୍କ ଫଟୋରେ କମେଣ୍ଟ ଦେଇ ମାଇ ଲଭ୍ ବୋଲି ଲେଖିଛନ୍ତି । ଅନ୍ୟପକ୍ଷରେ ଶନାୟ କପୁରଙ୍କର ଏହି ଚମତ୍କାର ଫଟୋରେ ପ୍ରଶଂସକଙ୍କର ଢେର୍ କମେଣ୍ଟ ଦେଖିବା ପାଇଁ ମିଳୁଛି ।












Click it and Unblock the Notifications