Get Updates
Get notified of breaking news, exclusive insights, and must-see stories!

ସୁଟିଂ ସେଟରେ ଶାହରୁଖ ଖାନ୍ ଆହତ ଖବର ଗୁଜବ

ଶାହରୁଖ ଖାନଙ୍କ କିଙ୍ଗ୍ ସୁଟିଂ ସମୟରେ ଆହତ ହେବା ଖବର ସୋସିଆଲ ମିଡିଆରେ ପ୍ରଚାର ପ୍ରସାର ହେବାରେ ଲାଗିଛି । ଯାହା ଖୁବ୍ ଶୀଘ୍ର ମଧ୍ୟ ଭାଇରଲ ହୋଇଛି । ଯାହା ଗୁଜବ ବୋଲି ଜଣାପଡିଛି ।

ଆପଣଙ୍କୁ ଜଣାଇ ରଖୁଛୁ ଯେ, ଶାହରୁଖ ଖାନ୍ କିଙ୍ଗ୍ ସୁଟିଂ ସେଟରେ କୌଣସି ଆଘାତ ଲାଗିନାହିଁ । ବରଂ ପୂର୍ବରୁ ତାଙ୍କ କାନ୍ଧରେ ଲାଗିଥିବା ଆଘାତର ଚେକଅପ୍ ପାଇଁ ସେ ଆମେରିକା ଯାଇଛନ୍ତି ବୋଲି କୌଣସି ଏକ ସୂତ୍ରରୁ ଜଣାପଡିଛି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚର୍ଚ୍ଚା ହେଉଥିବା ଖବରର କୌଣସି ସତ୍ୟତା ନାହିଁ ।

Shah Rukh Khan

ଯଦି ତାଙ୍କ 'କିଙ୍ଗ୍' ଫିଲ୍ମ ସମ୍ପର୍କରେ କୁହାଯାଏ ତେବେ ସେ ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ଏତିକି ନୁହେଁ ବରଂ ଏହି ଫିଲ୍ମରେ ପ୍ରଥମ କରି ସେ ତାଙ୍କ ଝିଅ ସୁହାନା ଖାନଙ୍କ ସହ ସ୍କ୍ରିନ୍ ସେୟାର କରୁଥିବା ଦେଖିବାକୁ ପାଇବେ ଦର୍ଶକ । ଏହି ଫିଲ୍ମଟି ସମ୍ପୂର୍ଣ୍ଣ ଆକ୍ସନ୍-ଥ୍ରୀଲର ର ରହିଛି । ଯେଉଁଥିରେ ବାପା-ଝିଅର ଯୋଡି ଥିବାବେଳେ ନିର୍ଦ୍ଦେଶନାରେ ସିଦ୍ଧାର୍ଥ ଆନନ୍ଦ ରହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+