ଦୀପିକାଙ୍କ ପାଇଁ ଟ୍ରୋଲ ହେଲେ ସାରା ଅଲ୍ଲୀ ଖାନ !
ଦୀପିକାଙ୍କ ପାଇଁ ଟ୍ରୋଲ ହେଲେ ସାରା ଅଲ୍ଲୀ ଖାନ !
ମୁମ୍ବାଇ: ଅଭିନେତ୍ରୀ ଦୀପିକାଙ୍କ ପାଇଁ ଟ୍ରୋଲର ଶିକାର ହେଲେ ସାରା ଅଲ୍ଲୀ ଖାନ । ଏବେ ଆପଣ ଭାବୁଥିବେ ଦୀପିକାଙ୍କ ଭୁଲ ପାଇଁ ସାରାଙ୍କୁ ବା କ'ଣ ପାଇଁ ସମାଲୋଚନା କରାଯାଉଛି । ତେବେ ଖାସ କଥା ହେଉଛି ଏଥରେ ସାରାଙ୍କୁ କୌଣସି ଭୁଲ ପାଇଁ ନୁହେଁ ତାଙ୍କ ଲୁକ୍ ପାଇଁ ନିନ୍ଦା କରାଯାଉଛି । ତାଙ୍କ ସିମ୍ପଲ ଲୁକ୍ କିଛି ପ୍ରଶଂସକଙ୍କୁ ପସନ୍ଦ ଆସୁନାହିଁ । ନିକଟରେ ଗଣେଶ ପୂଜା ଅବସରରେ ରଣବୀର-ଦୀପିକା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବଙ୍ଗଳାରେ ପହଁଚିଥିଲେ ଯେଉଁଠି ଅଭିନେତ୍ରୀ ସାରାଙ୍କୁ ମଧ୍ୟ ଦେଖିବା ପାଇଁ ମିଳିଥିଲା ।













Click it and Unblock the Notifications