ଦୀର୍ଘ ଦିନ ପରେ ଏହି ସିନେମାରେ ଏକାଠି ନଜର ଆସିବେ ସଞ୍ଜୟ ଦତ୍ତ-ରବୀନା ଟଣ୍ତନ୍
Ghudchadi OTT: ଆଜିର ସମୟରେ, OTT କ୍ରେଜ୍ ଲୋକଙ୍କ ମଧ୍ୟରେ ବୃଦ୍ଧି ପାଇବାରେ ଲାଗିଛି । ପ୍ରେକ୍ଷାଳୟକୁ ଯିବା ପରିବର୍ତ୍ତେ ଦର୍ଶକମାନେ ଘରେ ରହି ଓଟିଟି ଫ୍ଲାଟଫର୍ମରେ ସିନେମା ବା ସିରିଜ୍ ଦେଖିବା ପସନ୍ଦ କରୁଛନ୍ତି । ଏଭଳି ପରିସ୍ଥିତିରେ, ଲୋକଙ୍କ ଉତ୍ସାହ ଦେଖି ନିର୍ମାତାମାନେ ମଧ୍ୟ ନୂଆ ଚଳଚ୍ଚିତ୍ର ରିଲିଜ କରୁଛନ୍ତି । ଅଗଷ୍ଟ ମାସ କମେଡି ଏବଂ ହରର ପରିପୂର୍ଣ୍ଣ ହେବାକୁ ଯାଉଛି ।

ଏହି ମାସରେ ଆଉ ଏକ ଫିଲ୍ମ ରିଲିଜ ହେବାକୁ ଯାଉଛି ଯାହାର ନାମ 'Ghudchadi'। ଏହା ଏକ ରୋମାଣ୍ଟିକ କମେଡି ଫିଲ୍ମ, ଯେଉଁଥିରେ ଦୀର୍ଘ ଦିନ ପରେ ସଞ୍ଜୟ ଦତ୍ତ ଏବଂ ରବିନା ଟଣ୍ଡନଙ୍କୁ ଏକାଠି ଦେଖିବାର ମୌକା ପାଇବେ ଦର୍ଶକ । ତେବେ ଚାଲନ୍ତୁ ଜାଣିବା OTT ରେ ଫିଲ୍ମ କେବେ ଏବଂ କେଉଁଠାରେ ରିଲିଜ୍ ହେବ ।
Ghudchadi'ରେ ଦୁଇଟି ଭିନ୍ନ ଭିନ୍ନ ପଢିର କାହାଣୀ ଦେଖିବା ପାଇଁ ମିଳିବ । ଏହି ଚଳଚ୍ଚିତ୍ର 9 ଅଗଷ୍ଟ 2024ରେ ମୁକ୍ତିଲାଭ କରିବ । ଆପଣ ଏହି ଚଳଚ୍ଚିତ୍ରକୁ ଜିଓ ସିନେମାରେ ଦେଖିପାରିବେ । Ghudchadi' ଏକ ରୋମାଣ୍ଟିକ୍ ଡ୍ରାମା ଚଳଚ୍ଚିତ୍ର ଏଥିରେ ପ୍ରେମ, ରୋମାନ୍ସ ଏବଂ କମେଡିର ଝଲକ ଦେଖିବା ପାଇଁ ମିଳିବ । ପ୍ରଥମ ପିଢିରେ ସଞ୍ଜୟ ଦତ୍ତ ଏବଂ ରଭିନା ଟଣ୍ତନଙ୍କ ରୋମାନ୍ସ ଦେଖିବା ପାଇଁ ମିଳିବ ଏବଂ ଦ୍ୱିତୀୟ ପଢିରେ ପାର୍ଥ ସମଥାନ ଏବଂ ଖୁଶାଲି କୁମାରଙ୍କ ରୋମାନ୍ସ ଦେଖିବା ପାଇଁ ମିଳିବ ।












Click it and Unblock the Notifications