ଦ୍ୱିତୀୟ ଥର ପାଇଁ ମା'ହେବାକୁ ଯାଉଛନ୍ତି ସନା ଖାନ

Sana Khan Announces Second Pregnancy: ବିଗ୍ ବସ୍ 6'ର ପ୍ରତିଯୋଗୀ ତଥା ଅଭିନେତ୍ରୀ ସନା ଖାନ ଦ୍ୱିତୀୟ ଥର ପାଇଁ ମା'ହେବାକୁ ଯାଉଛନ୍ତି । ସେ ନିଜେ ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି । ପୂର୍ବରୁ ସନାଙ୍କର ଏକ ପୁତ୍ର ସନ୍ତାନ ଅଛି ।

Sana Khan

ସାନା ଖାନ ଏବଂ ତାଙ୍କ ସ୍ୱାମୀ ଅନସ୍‌ ସୈୟଦ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ନିଜ ପ୍ରଶଂସକଙ୍କ ସହିତ ଏହି ଖୁସି ଖବର ସେୟାର କରିଛନ୍ତି । ଉଭୟଙ୍କର ଏହି ପୋଷ୍ଟ ବର୍ତ୍ତମାନ ଗୁଗଲରେ ଟ୍ରେଣ୍ତରେ ରହିଛି ଏବଂ ଖୁବ୍ ଭାଇରାଲ ହେଉଛି । ଭାଇରାଲ ଭିଡିଓରେ ଲେଖା ଯାଇଛି, 'ଅଲ୍ଲାଙ୍କ ଆଶୀର୍ବାଦରେ ଆମ ତିନିଜଣଙ୍କ ପରିବାର ବର୍ତ୍ତମାନ ଚାରି ହେବାକୁ ଯାଉଛି। ଆଲହାମଦୁଲିଲା, ଆମର ଛୋଟ ଅତିଥି ଆସିବାକୁ ଯାଉଛନ୍ତି ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ସନା ଖାନ୍ ବିଗ୍ ବସ୍'ରୁ ବହୁତ ଖ୍ୟାତି ଅର୍ଜନ କରିଥିଲେ । ସେ ସଲମାନ ଖାନଙ୍କ ସହ ଫିଲ୍ମ ଜୟ ହୋ'ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ହେଲେ ବିବାହ ପରେ ସେ ସିନେମା ଜଗତରୁ ଦୂରେଇ ଯାଇଥିଲେ । ନଭେମ୍ବର 21, 2021 ରେ ଅନସ୍‌ ସୈୟଦଙ୍କୁ ବିବାହ କରିଥିଲେ । 5 ଜୁଲାଇ 2023 ରେ, ସାନା ତାଙ୍କର ପ୍ରଥମ ସନ୍ତାନ ସୟଦଙ୍କୁ ସ୍ୱାଗତ କରିଥିଲେ ଏବଂ ଦେଢ ବର୍ଷ ପରେ ସେ ପୁନର୍ବାର ମା ହେବାକୁ ଯାଉଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+