Get Updates
Get notified of breaking news, exclusive insights, and must-see stories!

ପ୍ରେକ୍ଷାଳୟକୁ ଆସିବ 'ସମ୍ରାଟ ପୃଥ୍ୱୀରାଜ'

ରିଲିଜ ହେବାକୁ ଯାଉଛି ବଲିଉଡ଼ ଖିଲାଡ଼ି ଅକ୍ଷୟ କୁମାର, ସଞ୍ଜୟ ଦତ୍ତ ଓ ସୋନୁ ସୁଦଙ୍କ ଅଭିନୀତ ଫିଲ୍ମ ସମ୍ରାଟ ପୃଥ୍ବୀରାଜ । ଆଜି ଦର୍ଶକ ଦେଖିବେ ଏହି ଫିଲ୍ମ ।ସମ୍ରାଟ ପୃଥ୍ବୀରାଜ ସିଂହ ଚୌହାନଙ୍କ ଉପରେ ଆଧାରିତ ଏହି ଫିଲ୍ମକୁ ସମସ୍ତେ ଦେଖିବା ଉଚିତ ।

ମୁମ୍ବାଇ: ରିଲିଜ ହେବାକୁ ଯାଉଛି ବଲିଉଡ଼ ଖିଲାଡ଼ି ଅକ୍ଷୟ କୁମାର, ସଞ୍ଜୟ ଦତ୍ତ ଓ ସୋନୁ ସୁଦଙ୍କ ଅଭିନୀତ ଫିଲ୍ମ ସମ୍ରାଟ ପୃଥ୍ବୀରାଜ । ଆଜି ଦର୍ଶକ ଦେଖିବେ ଏହି ଫିଲ୍ମ।ଫିଲ୍ମଟି ଯୁବପିଢିଙ୍କୁ ଅଧିକ ଆକୃଷ୍ଟ କରିବ ବୋଲି ରହିଛି ଆଶା । ଇତିହାସର ପୃଷ୍ଟାରେ ସମ୍ରାଟଙ୍କ କାହାଣୀ ଜାଣିବେ ଦର୍ଶକ ।

ତେବେ ସମ୍ରାଟ ପୃଥ୍ବୀରାଜ ସିଂହ ଚୌହାନଙ୍କ ଉପରେ ଆଧାରିତ ଏହି ଫିଲ୍ମକୁ ସମସ୍ତେ ଦେଖିବା ଉଚିତ । ଆଗାମୀ ପିଢି ଏହି ଫିଲ୍ମରୁ ପ୍ରେରଣା ଲାଭ କରିବେ ବୋଲି କହିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ଏଥିଲାଗି ଉତ୍ତରାଖଣ୍ଡରେ ଏହି ଫିଲ୍ମ ଟ୍ୟାକ୍ସ ଫ୍ରି ରହିବ । ଗୁରୁବାର ଏହି ଫିଲ୍ମ ପ୍ରଥମେ ଲକ୍ଷ୍ନୌରେ ସ୍ବତନ୍ତ୍ର ସ୍କ୍ରିନିଂ କରାଯାଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନେକ ବିଜେପି ନେତା ସାମିଲ ହୋଇ ଫିଲ୍ମ ଦେଖିଥିଲେ ।

samrat pritviraj

ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ଫିଲ୍ମକୁ ଦେଖିଥିଲେ । ପରିବାର ସହିତ ଅକ୍ଷୟ କୁମାରଙ୍କ ଫିଲ୍ମ ଦେଖିବାକୁ ଗୃହମନ୍ତ୍ରୀ ଆସିଥିଲେ । ଫିଲ୍ମ ଦେଖିବା ପରେ ଗୃହମନ୍ତ୍ରୀ ଶାହା ମଧ୍ୟ ଏହି ଫିଲ୍ମର ପ୍ରଶଂସା କରିଥିଲେ । ଏହି ଚଳଚ୍ଚିତ୍ର ବିଷୟରେ ଗୃହମନ୍ତ୍ରୀ କହିଥିଲେ ଯେ 'ସମ୍ରାଟ ପୃଥ୍ବୀରାଜ' କେବଳ ଜଣେ ଅଦ୍ବିତୀୟ ଯୋଦ୍ଧାର କାହାଣୀ ନୁହେଁ ଯିଏ ଆମ ମାତୃଭୂମି ପାଇଁ ସାହସର ସହିତ ଲଢିଥିଲେ, ବରଂ ଏହା ଆମ ସଂସ୍କୃତିର ମହାନତାକୁ ମଧ୍ୟ ପ୍ରତିଫଳିତ କରିଥାଏ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+