ସୁସ୍ଥ ହେଉଛନ୍ତି ସମନ୍ଥା, ସେୟାର କଲେ ଏପରି ଭିଡିଓ, ଫ୍ୟାନ୍ସ କହିଲେ ଅତୁଳନୀୟ
ସୁସ୍ଥ ହେଉଛନ୍ତି ସମନ୍ଥା, ସେୟାର କଲେ ଏପରି ଭିଡିଓ, ଫ୍ୟାନ୍ସ କହିଲେ ଅତୁଳନୀୟ

ମୁମ୍ବାଇ:ସାଉଥ୍ ଅଭିନେତ୍ରୀ ସମନ୍ଥା ରୁଥ୍ ପ୍ରଭୁ । ସୁସ୍ଥ ରହିବା ପାଇଁ, ଯଥା ରୋଗରୁ ମୁକ୍ତି ପାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି । ବର୍ତ୍ତମାନ ସେ ନିଜ ସ୍ୱାସ୍ଥ୍ୟ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛନ୍ତି । ନିକଟରେ ଅଭିନେତ୍ରୀ ୱାର୍କ ଆଉଟ୍ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହା ସହିତ ସେ ନିଜ ଡାଏଟ୍ ବିଷୟରେ ମଧ୍ୟ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି । ସମନ୍ଥା ମାୟୋସାଇଟିସ୍ ନାମକ ଏକ ରୋଗରେ ପୀଡିତ ଅଛନ୍ତି ।
ନିକଟରେ ଅଭିନେତ୍ରୀ ନିଜର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ଅଭିନେତ୍ରୀ ବ୍ୟାୟାମ କରୁଥିବାର ନଜର ଆସୁଛନ୍ତି। ଏହି ଭିଡିଓ ଦେଖିବା ପରେ ସମନ୍ଥାଙ୍କ ଫ୍ୟାନ୍ସ ବେଶ୍ ଖୁସ୍ ଅଛନ୍ତି । ଅଭିନେତ୍ରୀଙ୍କର ଏହି ଅନ୍ଦାଜ୍ ଦେଖି ଆଶା କରାଯାଉଛି ଯେ, ଖୁବ୍ ଶୀଘ୍ର ତାଙ୍କୁ ବଡପରଦାରେ ଦେଖିବା ପାଇଁ ମିଳିବ ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ନିକଟରେ ସମନ୍ଥା ରୁଥ୍ ପ୍ରଭୁଙ୍କ ଫିଲ୍ମ 'ଶକୁନ୍ତଲାମ'ର ଟ୍ରେଲର ମୁକ୍ତିଲାଭ କରିଥିଲା । ଯାହା ପରେ ସୋସିଆଲ ମିଡିଆରେ ଅନେକ ଲୋକ ତାଙ୍କର ପ୍ରଶଂସା କରିଥିବା ବେଳେ କିଛି ୟୁଜର ଅଭିନେତ୍ରୀଙ୍କୁ ଟ୍ରୋଲ କରିଥିସଲେ । ଏପରିକି କେହି କେହି ତାଙ୍କୁ ଦୁର୍ବଳ ବୋଲି ମଧ୍ୟ କହିବା ଆରମ୍ଭ କରିଥିଲେ । ସେହିପରି କିଛି ଲୋକ କମେଣ୍ଟ କରିଥିଲେ ଯେ, ଅସୁସ୍ଥତା ହେତୁ ସମନ୍ଥାଙ୍କ ମୁହଁର ଚମକ ନଷ୍ଟ ହୋଇଯାଇଛି । ହେଲେ ବର୍ତ୍ତମାନ ଅଭିନେତ୍ରୀ ସୁସ୍ଥ ଅଛନ୍ତି । କଠିନ ପରିଶ୍ରମ କରୁଛନ୍ତି ଏବଂ ଏହି ରୋଗରୁ ମୁକ୍ତି ପାଇବା ପାଇଁ ବ୍ୟାୟାମ କରିବା ସହ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେଉଛନ୍ତି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications