ଗୁରୁତର ରୋଗରେ ଆକ୍ରାନ୍ତ ଅଭିନେତ୍ରୀ ସମନ୍ଥା, ବିଦେଶରେ ହେଉଛି ଚିକିତ୍ସା
ଗୁରୁତର ରୋଗରେ ଆକ୍ରାନ୍ତ ହୋଇଛନ୍ତି ସାଉଥ ଫେମସ୍ ଅଭିନେତ୍ରୀ ସମନ୍ଥା ପ୍ରଭୁ । କରାପ ସ୍ୱାସ୍ଥ୍ୟବସ୍ଥା ପାଇଁ ଅଧାରୁ ବନ୍ଦ ହେଲା ସୁଟିଂ । କ୍ୟାମେରାକୁ ଫେସ୍ କରିବା ପାଇଁ ମଧ୍ୟ ଭୟ କରୁଛନ୍ତି ଅଭିନେତ୍ରୀ । ଚିନ୍ତାର ଫ୍ୟାନ୍ସ ।
Samantha Ruth Prabhu Health Condition: ଗୁରୁତର ରୋଗରେ ଆକ୍ରାନ୍ତ ହୋଇଛନ୍ତି ସାଉଥ ଫେମସ୍ ଅଭିନେତ୍ରୀ ସମନ୍ଥା ପ୍ରଭୁ । ଖରାପ ସ୍ୱାସ୍ଥ୍ୟବସ୍ଥା ପାଇଁ ଅଧାରୁ ବନ୍ଦ ହେଲା ସୁଟିଂ । କ୍ୟାମେରାକୁ ଫେସ୍ କରିବା ପାଇଁ ମଧ୍ୟ କରୁଛନ୍ତି ଭୟ । ଚିନ୍ତାରେ ଫ୍ୟାନ୍ସ ।

ନିଜ ପ୍ରିୟ ଅଭିନେତ୍ରୀଙ୍କ ବିଷୟକେ ଏପରି ଖବର ଶୁଣିବା ପରେ ଏବେ ଫ୍ୟାନ୍ସମାନଙ୍କ ଚିନ୍ତା ମଧ୍ୟ ବଢିଯାଇଛି । ନିଜ ସୁନ୍ଦର ଅଭିନୟ ଓ ଡ୍ୟାନ୍ସ ପାଇଁ ସେ ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କ ମନରେ ରାଜ କରନ୍ତି । ଖୁବ ଶିଘ୍ର ସେ ବଲିଉଡରେ ମଧ୍ୟ ଡେବ୍ୟୁ କରିବା ପାଇଁ ଯାଉଛନ୍ତି । ହେଲେ ଏହା ପୂର୍ବରୁ ତାଙ୍କୁ ନେଇ ଏକ ବଡ଼ ଖବର ଆସିଛି । ସୂଚନା ଅନୁସାରେ ଅଭିନେତ୍ରୀ ସମନ୍ଥା 'Polymorphic Light Eruption' ନାମକ ଏକ ଚର୍ମ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସୂର୍ଯ୍ୟ କିରଣରେ ଅଧିକ ରହିବା ଦ୍ୱାରା ଏହି ରୋଗ ହୋଇଥାଏ । ମିଡିଆ ରିପୋର୍ଟ ଅନୁସାରେ ଅଭିନେତ୍ରୀ ନିଜ ସମସ୍ତ କାମରୁ ବ୍ରେକ୍ ନେଇ ଚିକିତ୍ସା ପାଇଁ ବେଦଶ ଗସ୍ତରେ ଅଛନ୍ତି ।
ଅନ୍ୟପଟେ ଖୁବ ଶିଘ୍ର ତାଙ୍କୁ ଆୟୁଷ୍ମାନ୍ ଖୁରାନାଙ୍କ ସହ ବଡ଼ ପରଦାରେ ଦେଖିବା ପାଇଁ ମିଳିବ । ନିକଟରେ ଅଭିନେତ୍ରୀଙ୍କୁ କରନଙ୍କ ଟକ୍ ଶୋ 'କଫି ୱିଥ୍ କରଣ'ରେ ଅକ୍ଷୟଙ୍କ ସହ ଦେଖିବା ପାଇଁ ମିଳିଥିଲା ।












Click it and Unblock the Notifications